Browsing Category
Top Stories
ଆଳୁକୁ ପୂଜା କରିବା ପାଇଁ ଲାଗିଲା ଭିଡ଼, ବହୁ ଦୂରରୁ ଆସୁଛନ୍ତି ଲୋକେ, ଜାଣନ୍ତୁ କାହିଁକି କହୁଛନ୍ତି ଭଗବାନଙ୍କ ଅବତାର
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ଏକ ଅଦ୍ଭୁତ ଘଟଣା ଘଟିଛି। ଏଠାରେ ଆଳୁରେ ଭଗବାନ ବିଷ୍ଣୁଙ୍କର କଚ୍ଛପ, ମତ୍ସ୍ୟ ଏବଂ ବରାହ ଅବତାର ରୂପ ଦେଖିବାକୁ ମିଳିଥିବା ବେଳେ ଶେଷନାଗଙ୍କର ରୂପ ଆଳୁରେ ଦୃଶ୍ୟମାନ…
କୋଲେଷ୍ଟ୍ରଲ ହ୍ରାସ ପାଇଁ ଖାଇବେ କେଉଁ ତେଲ, ଜାଣନ୍ତୁ ଡିଟେଲ୍ସ
ଓଡ଼ିଶା ଭାସ୍କର: ଆଜିକାଲିର ସମୟରେ ଶରୀରରେ କୋଲେଷ୍ଟ୍ରଲ ବଢିବା ସାଧାରଣ ହୋଇଗଲାଣି। ଯେତେବେଳେ ଆମେ ଅଣ୍ଡା, ମାଂସ, ମାଛ, କ୍ଷୀର ବା ଏଥିରୁ ପ୍ରସ୍ତୁତ ଖାଦ୍ୟ ଖାଇଥାଉ ତେବେ ଏହା ଆମ ଶରୀରକୁ କୋଲେଷ୍ଟ୍ରଲ ପ୍ରଦାନ…
ଅନେକ ମେଡିସିନ ପରେ ବି ଦୂର ହେଉନି କି ପାଦ ଫାଟିବା ସମସ୍ୟା ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ
ଅନେକ ସମୟ ଧରି ପାଣିରେ କାମ କରିବା ଦ୍ୱାରା ପାଦରେ ପାଣି ଖାଇବା ଭଳି ସମସ୍ୟା ଦେଖାଯାଏ । ସବୁ ଋତୁରେ ପାଦ ଫାଟିଥାଏ । ତେବେ ଏହି ସମସ୍ୟାକୁ ଘରୋଇ ଉପାୟରେ ଦୂର କରି ପାରିବେ । ଏଥିସହ ପାଦକୁ ସୁନ୍ଦର କରି ପାରିବେ ।
–…
ଆଜି ଭୌମ ପ୍ରଦୋଷ ବ୍ରତ, ଭଗବାନ ଶିବଙ୍କୁ ଏହି ଭୋଗ ଲଗାଇଲେ ପୂର୍ଣ୍ଣ ହେବ ସମସ୍ତ ମନୋସ୍କାମନା
ଓଡ଼ିଶା ଭାସ୍କର: ଆଜି ଭୌମ ପ୍ରଦୋଷ ବ୍ରତ ପାଳନ କରାଯିବ। ପ୍ରଦୋଷ ବ୍ରତ ଯେବେ ମଙ୍ଗଳବାର ପଡେ ତାକୁ ଭୌମ ପ୍ରଦୋଷ ବ୍ରତ କୁହାଯାଇଥାଏ। ଏହି ଦିନ ମାଆ ପାର୍ବତୀ ଏବଂ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ସମସ୍ତ…
କିଏ କରିଛି ଏଭଳି ନୃଶଂସ କାମ; ଟ୍ରେନ୍ ‘କପଲର’ରୁ ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ନବଜାତ ଶିଶୁର ମୃତଦେହ
ନୂଆଦିଲ୍ଲୀ: ଟ୍ରେନର ଦୁଇ ବଗିକୁ ଯୋଡୁଥିବା ‘କପଲର’ରେ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ପୋଲିସ ସୋମବାର ଦିନ ଏହି ସୂଚନା ଦେଇଛି। ଶିଶୁର ଶରୀର ରକ୍ତରେ ଜୁଡୁବୁଡୁ ଥିଲା।
ହେଲେ ଶିଶୁର ଶରୀରରେ କୌଣସି ଆଘାତ…
୬ ଘଣ୍ଟାରେ ୪ଥର ଡାଉନ୍ ହେଲା ଏକ୍ସ; ମସ୍କ କହିଲେ- ଆମ ଉପରକୁ ବିଦେଶୀମାନେ କରୁଛନ୍ତି ଆକ୍ରମଣ
ନୂଆଦିଲ୍ଲୀ: ଏକ୍ସର ଗତକାଲି ରହି ରହି ଡାଉନ ହୋଇଥିଲା। ଦ୍ୱିପ୍ରହର ୩ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଏକ୍ସ ୪ ଥର ଡାଉନ ହୋଇସାରିଛି। ସୋସିଆଲ ମିଡିଆରେ ଲୋକେ ଅନେକ ପ୍ରକାରର ଅସୁବିଧାର ଦାବି କରିଛନ୍ତି।
ଏ ନେଇ…
ବେଆଇନ ଗୋ ଚାଲାଣକାରୀଙ୍କୁ ଏନ୍କାଉଣ୍ଟର କଲା ପୋଲିସ, ୨ ଆହତ
ସମ୍ବଲପୁର: ସକାଳୁ ସକାଳୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ପୋଲିସ ଏନକାଉଣ୍ଟର କରିଥିବା ଖବର ଜଣାପଡିଛି। ସୂଚନାନୁଯାୟୀ, ପୋଲିସ ଓ ବେଆଇନ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳିବିନିମୟ…
(Video) ଚାମ୍ପିୟନ୍ସ ଟ୍ରଫି ଧରି ଦେଶକୁ ଫେରିଲେ ଭାରତୀୟ ଟିମ୍, ଏୟାରପୋର୍ଟ ବାହାରେ ଜନସମୁଦ୍ର
ନୂଆଦିଲ୍ଲୀ: ଭାରତୀୟ ଟିମ ଦୁବାଇରେ ତ୍ରିରଙ୍ଗା ଉଡାଇବା ପରେ ନିଜ ଦେଶକୁ ଫେରିଆସିଛି। ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଥିଲା।
ଭାରତୀୟ ଟିମର କିଛି ଖେଳାଳି…
କୁମାରୀତ୍ୱ ବିକି କୋଟିପତି ହେଲେ ଛାତ୍ରୀ, ହଲିଉଡ ଅଭିନେତାଙ୍କ ହାତରେ ଟେକିଦେଲେ ଇଜ୍ଜତ
ଲଣ୍ଡନ: ଆଧୁନିକ ଯୁଗରେ ଲୋକଙ୍କ ରୁତି ଧୀରେ ଧୀରେ ବଦଳିବାରେ ଲାଗିଛି । ଇଂଲଣ୍ଡ ମଞ୍ଚେଷ୍ଟରର ଜଣେ ଛାତ୍ରୀ ନିଜ କୁମାରୀତ୍ୱକୁ ନିଲାମ କରି ହୋଇଛନ୍ତି କୋଟିପତି । ଖବରଟି ଅଜବ ଲାଗିଲେ ମଧ୍ୟ ଏହା ସତ ।
ଅଭିନେତା…
କୋଟି କୋଟି ୟୁଜର୍ସ ଚଲାଇପାରୁ ନାହାନ୍ତି ‘ଏକ୍ସ’, ପୁଣି ହେଲା ଡାଉନ
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ଡାଉନ ହୋଇଛି। ପୋଷ୍ଟ ଆକ୍ସେସ କରିପାରୁନାହାନ୍ତି ହଜାର ହଜାର ୟୁଜର୍ସ। ସୋମବାର ଦିନ ଏକ୍ସ ଦୁଇଥର ଡାଉନ ହୋଇସାରିଲାଣି।
ପ୍ରଥମଥର ଏହା ଦ୍ୱିପ୍ରହର ୩ଟା…