Browsing Category

Top Stories

ସାବୁନ୍ ବଞ୍ଚାଇବା ପାଇଁ ୱାଶିଂମେସିନରେ ଧୁଅନ୍ତି କପଡ଼ା, ଜାଣନ୍ତୁ ଦୁନିଆର ‘ମହାକଞ୍ଜୁସ୍’ ମହିଳାଙ୍କ ବିଷୟରେ

ନୂଆଦିଲ୍ଲୀ: ପ୍ରତିଟି ମଣିଷ ନିଜର ସ୍ୱପ୍ନ ପୂରଣ କରିବାକୁ ସେଭିଂସ୍ କରିଥାଏ । ହେଲେ କିଛି ଏମିତି ଲୋକ ରହିଛନ୍ତି ଯେଉଁ ମାନେ ସେଭ୍ କରିବା ଚକରରେ ନିଜର ଜରୁରୀ ଜିନିଷକୁ ବି କିଣନ୍ତି ନାହିଁ । ତେଣୁ ଲୋକମାନେ ଏହିଭଳି…

ରାଜଧାନୀରୁ ୨୫୦୦ କୋଟିର ହେରୋଇନ୍ ସହ ୪ ଗିରଫ; ପାକିସ୍ତାନୀ ଲିଙ୍କ ସନ୍ଦେହ

ନୂଆଦିଲ୍ଳୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ ଧରଣର ଡ୍ରଗ ରାକେଟକୁ ରୋକିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ । ୩୫୪ କିଗ୍ରା ହେରୋଇନ୍ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୫ ଶହ କୋଟି…

ଜୁଲାଇ ୧୩ରୁ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଗର୍ଭଗୃହର ଯାଞ୍ଚ କରାଯିବ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ପକ୍ଷରୁ ଶନିବାର ଏହି ସୂଚନା ପ୍ରଦାନ କରାଯାଇଛି । ଶନିବାର ଏଏସଆଇର ୫ ଜଣିଆ ଟିମ୍…

ପୃଥିବୀ ପାଇଁ ବଡ଼ ବିପଦ: ୧୬ ଲକ୍ଷ କିଲୋମିଟର ବେଗରେ କାଲି ଧକ୍କା ହେବ ସୋଲାର ଷ୍ଟୋର୍ମ, ସବୁ ସହରରୁ କଟିଯିବ ଲାଇଟ୍

ନୂଆଦିଲ୍ଲୀ: ରବିବାର ଦିନ ଯଦି ଆପଣଙ୍କର ଡିସ୍ ଟିଭି ହଠାତ୍ ବନ୍ଦ ହୋଇଯାଏ କିମ୍ବା ମୋବାଇଲ୍ ନେଟୱାର୍କ ଚାଲିଯାଏ, ତେବେ ଭୟଭୀତ ହେବେ ନାହିଁ । ଏହାର କାରଣ ହୋଇପାରେ ଏକ ଭୀଷଣ ସୌର ତୁଫାନ୍ । ଜୁଲାଇ ମାସ ଆରମ୍ଭରେ…

୧୦ ବର୍ଷ ପର୍ଯ୍ୟନ୍ତ ସ୍କୁଲରେ ପିଲାଙ୍କୁ କଣ୍ଡୋମ୍ ଫ୍ରି, ଜାଣନ୍ତୁ କେଉଁଠି

ୱାଶିଂଟନ୍: ଆମେରିକାର ଚିକାଗୋରେ ସ୍କୁଲ ପିଲାଙ୍କ ପାଇଁ ଅଜବ ଗଜବ ନିୟମ ଜାରି କରାଯାଇଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ସ୍କୁଲ୍ ପାଇଁ ଜାରି ହୋଇଥିବା ନୂଆ ପଲିସି ମୁତାବକ, ୫ମ ଶ୍ରେଣୀ…

ରଥଯାତ୍ରା ପୂର୍ବରୁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମୀକ୍ଷା; ମୁତୟନ ହେବେ 65 ପ୍ଲାଟୁନ ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ମାତ୍ର ଗୋଟିଏ ଦିନ ବାକି। ଦ୍ଵାଦଶ ଯାତ୍ରା ମଧ୍ୟରୁ ଶ୍ରେଷ୍ଠ ଯାତ୍ରା ରଥଯାତ୍ରା ପାଇଁ ସବୁକିଛି ପ୍ରସ୍ତୁତ। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥାରୂଢ ହୋଇ ଆଡପମଣ୍ଡପକୁ ବିଜେ କରିବେ…

‘ପ୍ରେମ ଏକ କୀଳା’ ପାଇଁ ଅଡୁଆରେ ବାପୁ ପଣ୍ଡା, ତେଜିଲା ପ୍ରତିବାଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର କଳା-ସଂସ୍କୃତି-ଐତିହ୍ୟ ଖୁବ୍ ପ୍ରାଚୀନ ଓ ସମୃଦ୍ଧ । ଏଥିପାଇଁ ଓଡ଼ିଆ ଭାଷା ପାଇଛି ଶାସ୍ତ୍ରୀୟ ମାନ୍ୟତା । ଏହାର ଗୀତରୁ ମଧୁ ଝରେ । ଶ୍ରୋତା ବିମୁଗ୍ଧ ହୋଇପଡ଼େ ଆମ ଭାଷାର…

ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଅନନ୍ତନାଗ: ଜମ୍ମୁ କଶ୍ମୀରରେ ସୁରକ୍ଷା ବଳକୁ ବଡ ସଫଳତା । ଅନନ୍ତନାଗ ଜିଲ୍ଲାରେ ୨ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଜାରି ରହିଥିବା ଏନକାଉଣ୍ଟରରେ ଭାରତୀୟ ଯବାନ ୨ ଆତଙ୍କୀଙ୍କୁ…

କମ୍ ଟଙ୍କାରେ ଜମି ଦେବା କହି ମହିଳାଙ୍କଠୁ ଲୁଟିନେଲେ ୪୧ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): "ମତେ ପ୍ରଥମେ ଲୋଭ ଦେଖାଇ କହିଲେ ଟଙ୍କା ଦରକାର ଅଛି, ତେଣୁ କମ୍ ଦାମ୍ ରେ ଜାଗା ବିକ୍ରି କରିବାକୁ ଚାହୁଁଛୁ । ମୁଁ ସେମାନଙ୍କ କଥାରେ ରାଜି ହୋଇ ଟଙ୍କା ଦେଇ ଜାଗା କିଣିବା ପରେ ଜାଣିବାକୁ…

ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ: ଦେଖନ୍ତୁ ଭାଇରାଲ ଭିଡିଓ

ବେଙ୍ଗାଲୁରୁ: ନିଜର ବିବାଦୀୟ ବ୍ୟବହାର ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର । ତେବେ ଏଥର ନିଜର ଜଣେ ଦଳୀୟ କର୍ମୀଙ୍କୁ ଚାପୁଡା ମାରିଛନ୍ତି ଶିବକୁମାର । କର୍ମୀ ଜଣଙ୍କୁ…