Browsing Category
Top Stories
ପ୍ରଥମ ଥର ପାଇଁ ୱିମ୍ବଲଡନ୍ ଫାଇନାଲରେ ବାର୍ଟ୍ଟି
ନୂଆଦିଲ୍ଲୀ: ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ରହିଥିବା ମହିଳା ଟେନିସ ଖେଳାଳି ଆସଲେ ବାର୍ଟ୍ଟି ୱିମ୍ବଲଡନ ଟେନିସ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ସେମି ଫାଇନାଲରେ ୨୦୧୮…
ବାଂଲାଦେଶର ‘ରାଣୀ’ ବାମନ ବାଛୁରୀ; ଦେଖିଲେ ଥରେ ଆଉଁଶିବାକୁ ଇଚ୍ଛା ହେବ..
ଢାକା: ବାଂଲାଦେଶରେ ବାମନ ବାଛୁରୀ ରାଣୀ ଦେଶବ୍ୟାପୀ ଆକର୍ଷଣର କେନ୍ଦ୍ର ପାଲଟିଛି । ଦେଶବ୍ୟାପୀ ଲକଡାଉନ ଜାରି ଥିଲେ ମଧ୍ୟ ଏହି ବାଛୁରୀଟିକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଲାଇନ୍ ଲାଗୁଛି । ବାଛୁରୀର ମାଲିକ ଏହାକୁ…
ପୁଣି ଫେରିଲା ଜିକା ଭାଇରସ; ଏହି ରାଜ୍ୟରୁ ଚିହ୍ନଟ ହେଲେ ପ୍ରଥମ ଆକ୍ରାନ୍ତ
ଥିରୁଅନନ୍ତପୁରମ: ଦେଶକୁ ପୁଣି ଥରେ ଫେରିଛି ଜିକା ଭାଇରସ୍ । ୨୦୧୭ରେ ପ୍ରଥମ ଥର ପାଇଁ ଦେଶରେ ଚିହ୍ନଟ ହୋଇଥିବା ଜିକା ଭାଇରସ୍ ପୁଣି ଥରେ ଫେରିଛି । ଶୁକ୍ରବାର କେରଳରୁ ଦେଶର ପ୍ରଥମ ଜିକା ଭାଇରସ ଆକ୍ରାନ୍ତ ଚିହ୍ନଟ…
କ୍ରୀଡାପ୍ରେମୀଙ୍କୁ ଝଟକା: ବିନା ଦର୍ଶକରେ ଟୋକିଓ ୨୦୨୦
ଟୋକିଓ: କ୍ରୀଡାପ୍ରେମୀଙ୍କୁ ଝଟକା । ଜାପାନରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଦର୍ଶକଙ୍କୁ ମିଳିଲାନି ଅନୁମତି । ଜାପାନରେ କରୋନା ସଂକ୍ରମଣ ବଢୁଥିବାରୁ ଗୁରୁବାର ଏଭଳି ଏକ ନିଷ୍ପତ୍ତି ନେଇଛି ଅଲିମ୍ପିକ୍ସ କମିଟି ।…
ଖୁସି ଖବର: ଓଡ଼ିଶାରୁ ଆଜି ୨ ହଜାର ୮୯୬ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨ ହଜାର ୮୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…
BMW CE 04: ଫାଷ୍ଟ ଲୁକ୍ ରିଲିଜ୍ କଲା କମ୍ପାନୀ
ନୂଆଦିଲ୍ଲୀ: ବିଏମଡବ୍ଲ୍ୟୁ ବୁଧବାର ଏହାର ନୂଆ ଇଲେକ୍ଟ୍ରିକ ଟୁ-ହ୍ୱିଲରକୁ ଉନ୍ମୋଚନ କରିଛି । ଏହି ଟୁ-ହ୍ୱିଲର ସହରୀ ଅଞ୍ଚଳରେ ଚାଲିବା ପାଇଁ ଖାସ ଭାବରେ ଡିଜାଇନ କରାଯାଇଛି । ଏହି ଇ-ସ୍କୁଟର ଇଲେକ୍ଟ୍ରିକ ସ୍କୁଟରରେ ଏକ…
ନବୀନଙ୍କ ବଡ ଘୋଷଣା: ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଲେ ୬ କୋଟି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସକୁ ଆଉ ମାତ୍ର ୧୫ ଦିନ ବାକି ରହିଥିବା ବେଳେ ଓଡିଆ ଆଥଲେଟଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
ପୁରୀବାସୀଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ; ଆଉ କଣ କହିଲେ ଜାଣନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
ରଥଯାତ୍ରାକୁ ନେଇ ଘନଘନ ବୈଠକ: ଡିଜିଟାଲ ଦର୍ଶନ ଉପରେ ଗୁରୁତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତବର୍ଷ କୋଭିଡ କଟକଣାରେ ବିନାଭକ୍ତରେ ଅନୁଷ୍ଠିତ ହେବ ରଥଯାତ୍ରା । ରଥଯାତ୍ରା ଅୟୋଜନକୁ ନେଇ ଘନଘନ ବୈଠକ ଜାରି ରହୁଛି। ଗୁରୁବାର ଗଜପତି ମହାରାଜାଙ୍କ ଅଧକ୍ଷତାରେ ଭରଚୁଆଲ୍ ବୈଠକ…
ସୌନ୍ଦର୍ଯ୍ୟ-ପ୍ରେମ-ଶାନ୍ତିର ଭୂମି ଓଡ଼ିଶା: ଗଣେଶୀ ଲାଲ୍; ଆଉ କଣ କହିଲେ ରାଜ୍ୟପାଳ ଜାଣନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରାଚୀନ ଉତ୍କଳର ଗୌରବମୟ ଗାଥାକୁ ବହନ କରି ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ହୋଇଛି ଓଡ଼ିଶା । ଏଥିସହ ସ୍ନେହ-ଶାନ୍ତି-ସଂହତିର ଦେବଭୂମି ଓଡ଼ିଶା । ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପୂର୍ବରୁ ମୋ…