Browsing Category

Top Stories

ମେ’ ୨୪ ପର୍ଯ୍ୟନ୍ତ ଏହି ରାଜ୍ୟରେ ବଢିଲା ଲକଡାଉନ୍‌, ଗରିବ ଲୋକଙ୍କୁ ମିଳିବ ଭତ୍ତା

ଲକ୍ଷ୍ନୌ,୧୫ ।୫: କରୋନା ସଂକ୍ରମଣ ନିୟନ୍ତ୍ରଣକୁ ନଆସିବାରୁ ଅନେକ ରାଜ୍ୟରେ ଲକଡାଉନ ଓ ସଟଡାଉନ ଭଳି କଟକଣାର ଅବଧିକୁ ବଢାଇଯାଉଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶରେ କରୋନା କର୍ଫ୍ୟୁକୁ ମେ’ ୨୪ ତାରିଖ ସକାଳ ୭ଟା…

ଖୁସି ଖବର : ଓଡ଼ିଶାରେ ଆଜି ୧୦,୭୮୧ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୫।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦,୭୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଭୁବନେଶ୍ୱରରୁ ଆଜି ୧୧୧୮ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୫ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ମନ୍ତ୍ରୀ ହେବ ତ ଏମିତି: ହସ୍ପିଟାଲରେ କୋଭିଡ୍ ବେଡ୍ କମ୍ ପଡିବାରୁ ନିଜ ଘରକୁ କୋଭିଡ୍ କେୟାର ସେଣ୍ଟର୍ କଲେ ଗୃହମନ୍ତ୍ରୀ

କର୍ଣ୍ଣାଟକ, ୧୫/୦୫(ଓଡିଶା ଭାସ୍କର) : ହସ୍ପିଟାଲରେ କୋଭିଡ୍ ବେଡ କମ୍ ପଡିବାରୁ ନିଜ ଘରକୁ କୋଭିଡ୍ କେୟାର ସେଣ୍ଟରରେ ପରିଣତ କଲେ ବିଜେପିର ବରିଷ୍ଠ ନେତା ବସଭରାଜ ବୋମ୍ମଇ । ସେ ଗୃହମନ୍ତ୍ରୀ ସହିତ ଆଇନ ମନ୍ତ୍ରୀ ମଧ୍ୟ…

୧୦ଟି ରାଜ୍ୟରେ କରୋନା ପଜିଟିଭ୍ ହାର ୮୫ ପ୍ରତିଶତ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ, ୧୫/୦୫(ଓଡିଶା ଭାସ୍କର) : କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶନିବାର ଦେଶରେ କରୋନା ମାମଲାର ସ୍ଥିତି ସମ୍ପର୍କରେ ସୁଚନା ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶର ୧୦ଟି ରାଜ୍ୟରେ…

ବରିଷ୍ଠ ନାଗରିକ ମାନଙ୍କୁ ଘରୁ ଆଣି ଟିକା ଦିଆଯିବ

ଭୁବନେଶ୍ୱର, ୧୫/୦୫(ଓଡିଶା ଭାସ୍କର) : ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ନୁତନ ବ୍ୟବସ୍ଥା କରାଯାଇଛି । ୧୯୨୯ ନମ୍ବରକୁ କଲ୍ କଲେ ବିଏମସି ତରଫରୁ ଉକ୍ତ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ…

କରୋନା ମୁକାବିଲା ନେଇ ରାଜ୍ୟ ସରକାର ଗଠନ କଲେ ଉପଦେଷ୍ଟା କମିଟି

ଭୁବନେଶ୍ୱର, ୧୫/୦୫(ଓଡିଶା ଭାସ୍କର) : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏନେଇ ଆଜି ପ୍ରେସମିଟ ମାଧ୍ୟମରେ ସୁଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହି କମିଟି ବିଶିଷ୍ଟ…

ମଙ୍ଗଳ ପୃଷ୍ଠରେ ସଫଳ ଭାବେ ଅବତରଣ ଚାଇନାର ସ୍ପେସକ୍ରାଫ୍ଟ Tianwen-1

ବେଜିଂ, ୧୫/୦୫(ଓଡିଶା ଭାସ୍କର): ପ୍ରଥମ ଥର ପାଇଁ ମଙ୍ଗଳ ପୃଷ୍ଠରେ ପାଦ ଥାପିଛି ଚାଇନା । ଚାଇନା ଆଜି ମହାକାଶ ବିଜ୍ଞାନରେ ଏକ ସଫଳତା ହାସଲ କରିଛି । ତେବେ ଆଜି ଚାଇନାର ସ୍ପେସକ୍ରାଫ୍ଟ Tianwen-1 ମଙ୍ଗଳରେ ସଫଳ ଭାବେ…

ଘରୋଇ ସଂସ୍ଥାଙ୍କ ପାଇଁ ଆସିଲା ଇ-ପରମିସନ୍ ଆପ୍

ଭୁବନେଶ୍ୱର, ୧୫/୦୫(ଓଡିଶା ଭାସ୍କର) : କୋଭିଡ୍ ସମୟରେ କାର୍ଯ୍ୟ କରୁଥିବା କିଛି ଘରୋଇ ସଂସ୍ଥାଙ୍କୁ ସେମାନଙ୍କର କାର୍ଯ୍ୟ ଜାରି ରଖିବାକୁ ଅନୁମତି ମିଳିଛି । ଏହି ପରିପ୍ରେକ୍ଷୀରେ କୋଭିଡ୍ ନିୟମକୁ କଡାକଡି କରିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ଜାମିନ ବାତିଲ୍ ଦାବି କରି ଗିରଫ ହେଲେ ସାଂସଦ

ହାଇଦ୍ରାବାଦ, ୧୫ା୫: ୱାଇଏସଆର ନେତା ତଥା ନାମସପୁରମ ସାଂସଦ କାନୁମୁରୀ ରଘୁରାମ କୃଷ୍ଣମ ରାଜୁଙ୍କୁ ଆନ୍ଧ୍ରପ୍ରଦେଶ ସିଆଇଡି ଗିରଫ କରିଛି । ରାଜୁଙ୍କ ବିରୋଧରେ ରାଜଦ୍ରୋହ ମାମଲା ଦାୟର କରାଯାଇଥିବା ଜଣାପଡ଼ିଛି । କିଛିଦିନ…