Browsing Category

Top Stories

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇ ପକ୍ଷରୁ ଚୂଡାନ୍ତ ଚାର୍ଜସିଟ୍ ଦାଖଲ

ଭୁବନେଶ୍ୱର, ୧୨/୦୫: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଚୂଡାନ୍ତ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ  । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ନେଇ ଚୂଡାନ୍ତ ଚାର୍ଜସିଟ ଦାଖଲ ସହ ତଦନ୍ତ ପ୍ରକ୍ରିୟା…

ଓଡିଶାରେ ସରକାରୀ ନିଯୁକ୍ତି ପାଇବେ ୭୮୬ ଜଣ ଡାକ୍ତର

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): କୋଭିଡ ସମୟରେ ମେଡିକାଲରେ ରୋଗୀ ସଂଖ୍ୟା ବଢିଚାଲିଥିବା ବେଳେ ସରକାରୀ ନିଯୁକ୍ତି ପାଇବେ ୭୮୬ ଜଣ ଡାକ୍ତର । ଏନେଇ ରାଜ୍ୟ ସରକାରଙ୍କୁ ନାଁ ସୁପାରିଶ କରିଛି ଓଡିଶା ଲୋକସେବା ଆୟୋଗ ।…

କୋଭିଡରେ ମାନସିକ ସ୍ୱାସ୍ଥ୍ୟ ନେଇ ରାଜ୍ୟ ସରକାରଙ୍କ ସୂଚନା-’ଭୟ କଲେ କରୋନା ବଢିବ’

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । କଟକ ଉତ୍କର୍ଷ ଜାତୀୟ ମାନସିକ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକ…

କାଲି ସକାଳ ସୁଦ୍ଧା ସାବଧାନ୍‌! ୨ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): କାଲି ସକାଳ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ବର୍ଷା…

‘କରୋନାକୁ ହାଲକାରେ ନିଅନ୍ତୁ ନାହିଁ..’, ଦିଲ୍ଲୀର ଗର୍ଭବତୀ ମହିଳାଙ୍କ ଶେଷ ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ,୧୨ ।୫: କରୋନାକୁ ନେଇ ସବୁଆଡେ ହାହାକାର ସୃଷ୍ଟି ହୋଇଛି । ଅନେକ ଲୋକଙ୍କର କରୋନା ଯୋଗୁଁ ମୃତ୍ୟୁ ହେଉଥିବା ବେଳେ ଆଜି ବି କିଛି ଲୋକ ଲୋକେ ଏହାକୁ ହାଲକାରେ ନେଉଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀରେ ଜଣେ…

ନର୍ସ ଡେ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୨ା୫: ଆଜି ହେଉଛି ଅନ୍ତର୍ଜାତୀୟ ନର୍ସ ଡେ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନର୍ସମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବଦାନକୁ…

ମାଓବାଦୀଙ୍କ ବର୍ବରକାଣ୍ଡ: ଅପହରଣ ପରେ ଯବାନଙ୍କୁ ଗଳାକାଟି ହତ୍ୟା ।

ମାଲକାନଗିରି, 12/5 : ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଡିଆରଜି ଯବାନଙ୍କୁ ଘରୁ ଅପରହଣ ପରେ ଗଳା କାଟି ହତ୍ୟା କରିଥିବା ଜଣାପଡ଼ିଛି । ଦୋର୍ଣ୍ଣାପାଲ ଥାନା ଅନ୍ତର୍ଗତ ପେଟା ଗାଁରେ ଏହି ଘଟଣା…

କରୋନା ରୋଗୀଙ୍କୁ ସହାୟତାର ହାତ ବଢ଼ାଉଛନ୍ତି ଅଶୋକ: ଲୋକଙ୍କୁ ମାଗଣାରେ ଯୋଗାଉଛନ୍ତି ଅକ୍ସିଜେନ୍

କେନ୍ଦୁଝର, ୧୨ା୫ (ଓଡିଶା ଭାସ୍କର): ରାଜ୍ୟରେ କ୍ରମାଗତ ଭାବେ କୋଭିଡ୍ ସଂକ୍ରମଣ ବଢ଼ି ଚାଲିଛି । ରୋଗୀଙ୍କ ସଂଖ୍ୟା ବଢ଼ୁ ଥିବାରୁ ଚିକିତ୍ସା ପାଇଁ ବେଡ୍ ଓ ଅକ୍ସିଜେନର ଅତ୍ୟଧିକ ଆବଶ୍ୟକତା ପଡ଼ୁଛି । ବର୍ତ୍ତମାନ ସମୟରେ…

ବଦଳିଲା ଟିକାକରଣ ନିୟମ: ଏଣିକି ୨୮ ଦିନ ନୁହେଁ, ୪୨ ଦିନ ପରେ ମିଳିବ ଟିକା

ଭୁବନେଶ୍ୱର, ୧୨ା୫ (ଓଡିଶା ଭାସ୍କର): ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ଟିକା ପାଇଁ କୋ-ୱିନ ପୋର୍ଟାଲରେ ପରିବର୍ତ୍ତନ କରାଯାଇଛି । ଏଣିକି ପ୍ରଥମ ଡୋଜ୍ ଦେବାର ୪୨ ଦିନ ପରେ ମିଳିବ ଦ୍ୱିତୀୟ ଡୋଜ୍ ଟିକା । ପୂର୍ବରୁ ପ୍ରଥମ…

ଆମେରିକାରେ କରୋନାର ଚିତ୍ର: ଟ୍ରକରେ ପଡ଼ି ରହିଛି ୭୫୦ ମୃତଦେହ

ନ୍ୟୁୟର୍କ, ୧୨ା୫: ବିଶ୍ୱର ସବୁଠାରୁ କ୍ଷମତାଶାଳୀ ଓ ଧନୀରାଷ୍ଟ୍ର ଆମେରିକା ଗତବର୍ଷ କରୋନାରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା । ସେଠାରେ ଏତେମାତ୍ରାରେ ରୋଗୀଙ୍କର ମୃତ୍ୟୁ ଘଟିଥିଲା ଯେ, ମୃତଦେହକୁ ସାଇତି ରଖିବା…