
Browsing Category
Top Stories
୪୦୦ କର୍ମଚାରୀଙ୍କ ଗଡ଼ିଲାଣି ମୁଣ୍ଡ, ଏବେ ଚେତା ପଶିଲା; ଜାଣନ୍ତୁ କେଉଁଠି…
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଯୋଗୁଁ କୋଇଲା ଖଣି ସଂସ୍ଥାମାନଙ୍କର ପ୍ରାୟ ୪୦୦ କର୍ମଚାରୀଙ୍କ ପ୍ରାଣ ଗଲାଣି । ଏହାପରେ ଚେତା ପଶିଛି କୋଲ ଇଣ୍ଡିଆର । ଫଳରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ୧୦…
ଆଉ ଏକ ସହରରେ ଆରମ୍ଭ ହେଲା ମେଟ୍ରୋ ଯାତ୍ରା, ଜାଣନ୍ତୁ କେଉଁଠି…
ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ଅନେକ ରାଜ୍ୟ ସରକାର ତାଲବନ୍ଦ ଘୋଷଣା କରିଥିଲେ । ତେବେ ସଂକ୍ରମଣ କମିବା ପରେ ଧୀରେ ଧୀରେ ପ୍ରାୟ ରାଜ୍ୟ ଅନଲକ୍ ପ୍ରକ୍ରିୟାକୁ ଗୁରୁତ୍ୱ ଦେଉଛନ୍ତି ।…
ଏୟାରପୋର୍ଟରେ ଅଭିଷେକ, ECMO ଚିକିତ୍ସା ପାଇଁ ଯିବେ କୋଲକାତା
ଭୁବନେଶ୍ୱର (ଓଡିଶା ଭାସ୍କର): କରୋନାରେ ସଂକ୍ରମିତ ହୋଇ ଏବେ ମୃତ୍ୟୁ ସହ ଲଢେଇ କରୁଥିବା ଅଭିଷେକ ମହାପାତ୍ରଙ୍କୁ ଚିକିତ୍ସା ପାଇଁ ଆଜି କୋଲକାତା ନିଆଯାଉଛି । ଘରୋଇ ହସ୍ପିଟାଲରୁ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସରେ ତାଙ୍କୁ…
ଫାର୍ମାସିଷ୍ଟଙ୍କୁ ମିଳିଲା ୩ ବର୍ଷ ଜେଲ୍ ଦଣ୍ଡ, ଜାଣନ୍ତୁ କାହିଁକି…
ନୂଆଦିଲ୍ଳୀ: ଦେଶରେ କରୋନାର ଦ୍ୱିତୀୟ ଲହରର ଭୟାବହତା ସାମାନ୍ୟ କମିଥିଲେ ମଧ୍ୟ ହଟିନି ସଂକଟ । ସେପଟେ କରୋନା ବିରୋଧରେ ଲଢ଼େଇ ପାଇଁ ଟିକାକୁ ହିଁ ଶେଷ ଅସ୍ତ୍ର ବୋଲି କୁହାଯାଉଛି । ଏଥିପାଇଁ କରୋନା ଟିକାକରଣକୁ ବ୍ୟାପକ…
ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍
ଭୁବନେଶ୍ୱର, (ଓଡିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ପାଠକ ବାପ-ପୁଅଙ୍କୁ ମିଳିଛି ଜାମିନ୍ । ଟାଟା କମ୍ପାନୀରେ ଚାକିରି କରାଇଦେବା ନେଇ ହୋଇଥିବା ଅଭିଯୋଗରେ ପୂର୍ବତନ ଆଇଏଫଏସ…
ପାଟଣାଗଡର ପୂର୍ବତନ SDMOଙ୍କୁ ଚାକିରିରୁ ବହିଷ୍କାର
ବଲାଙ୍ଗିର(ଓଡିଶା ଭାସ୍କର): ବଲାଙ୍ଗିର ପାଟଣାଗଡର ପୂର୍ବତନ ଏସଡିଏମଓଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଅଭିଯୋଗରେ ବାଚସ୍ପତି ଦାସ ବହିଷ୍କୃତ ହୋଇଛନ୍ତି । ଖବର ଅନୁସାରେ, ପୁରୀ…
ପୁରୁଷଙ୍କ ଯୌନ ହରମୋନ୍ ହ୍ରାସ କରୁଛି କରୋନା ଭାଇରସ୍, ଜାଣନ୍ତୁ ଏନେଇ କ’ଣ କହୁଛି ଅଧ୍ୟୟନ
ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ପ୍ରାୟ ରାଜ୍ୟରେ କଟକଣା ଲାଗୁ ହେବା ପରେ ଏବେ ସଂକ୍ରମଣରେ ସୁଧାର ଆସିଥିବା ଦେଖାଯାଇଛି । ଆଗକୁ ତୃତୀୟ ଲହର ଆସିବା ନେଇ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ।…
ଟିକା ନେଲେ ମିଳିବ ବିୟର୍ ଓ ଗଞ୍ଜେଇ; ଜାଣନ୍ତୁ କେଉଁଠି…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଏକ ପ୍ରଗତି ରାଷ୍ଟ୍ର କୁହାଯାଉଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଥମେ ଦେଇଥିଲେ ଏକ ଅଫର୍- ଟିକା ନେଲେ ମାଗଣାରେ ମିଳିବ ବିୟର । ଏଭଳି ଘୋଷଣା କରିବା ପରେ ସାରା…
ବିଜେପିରେ ଯୋଗଦେଲେ ଜିତିନ୍ ପ୍ରସାଦ
ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଜିତିନ ପ୍ରସାଦ ଆଜି ଭାରତୀୟ ଜନତା ପାଟି(ବିଜେପି)ରେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ଜିତିନ୍ ।…
ରାଜଧାନୀରେ ଭିଡ଼… ସେପଟେ ଟଳିନି ସଙ୍କଟ, ସଂକ୍ରମଣ କମିନି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ପାଇଁ ସାରା ରାଜ୍ୟରେ ସରକାର ଲକଡାଉନ କରିଛନ୍ତି । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜାରି ହୋଇଛି କଡ଼ା କଟକଣା । କିନ୍ତୁ ଟିକେ କୋହଳ ହୋଇଗଲେ ସାଧାରଣରେ ନିୟମକୁ…