CHARIDHAM
Browsing Category

Top Stories

ଜନ୍ମ ହେବା ମାତ୍ରେ ଜଣାପଡ଼ିଲା ବିନା ପଢ଼ାରେ ପାସ୍! ତେଣୁ ବିନ୍ଦାସ୍… ଶିଶୁର ଫଟୋ #ଭାଇରାଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣମାନେ ଶୁଣିଥିବେ ଓଡ଼ିଆରେ ଗୋଟିଏ ଋଢ଼ି ଅଛି - ଓଳିଆରୁ ପଡ଼ି ଗଜା । ଅର୍ଥାତ୍ ମୂଳରୁ ହିଁ କେହି ବେଶ୍ ସିଆଣିଆ ଅର୍ଥରେ ଆମେ ଏହି ଋଢ଼ି ବ୍ୟବହାର କରିଥାଉ । ତେବେ ଏକଥା ଆମେ ଏଥିପାଇଁ କହୁଛୁ…

ଓଡ଼ିଶାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି, ଅପରପକ୍ଷେ ସଂକ୍ରମଣ କମୁଛି, କ’ଣ ହୋଇପାରେ ଏହା ପଛର ପ୍ରକୃତ କାରଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ ଲକଡାଉନ୍ ସହ ସପ୍ତାହାନ୍ତ ସଟଡାଉନ୍ ଜାରି ରହିଛି । ତେବେ କିଛିଦିନ ଧରି କରୋନା କଟକଣା ଜାରି ରହିବା ପରେ ରାଜ୍ୟରେ ବର୍ତ୍ତମାନ ପରିସ୍ଥିତି ସାମାନ୍ୟ ସୁଧୁରିଛି ।…

ଏହି ଗାଁକୁ ରାସ୍ତା, ବିଜୁଳି ଓ ମୋବାଇଲ୍ ନେଟୱାର୍କ ନଥାଇ ମଧ୍ୟ ୧୦୦% ଲୋକଙ୍କ ଟିକାକରଣ କରି ଦେଶରେ ହୋଇଛି ପ୍ରଥମ

ଶ୍ରୀନଗର: ଘାତକ ମହାମାରୀ କରୋନାର ସବୁଠାରୁ ବଡ ହତିଆର ଭାବରେ ଟିକାକୁ ବର୍ତ୍ତମାନ ବିତରଣ କରାଯାଉଛି । ତେଣୁ ଏବେ ଦେଶ ତଥା ବିଶ୍ୱବ୍ୟାପୀ ଟିକାକରଣ ଅଭିଯାନ ଜାରି ରହିଛି । ସେହିପରି ଟିକାକରଣ ଅଭିଯାନ ଅଧୀନରେ ୪୫…

ୟୁଜି/ପିଜି ପରୀକ୍ଷା ନେଇ କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା କାଳରେ ଶିକ୍ଷା ବିଭାଗ ଉପରେ ଅଧିକ ପ୍ରଭାବ ପଡିଛି । ଏହାରି ମଧ୍ୟରେ ୟୁଜି/ପିଜି ପାଠପଢା ଓ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ…

ବିଏମସି ପକ୍ଷରୁ ହେଲା ସ୍ୱତନ୍ତ୍ର ଟେଷ୍ଟିଂ କ୍ୟାମ୍ପ୍, କୋଉଠି ଜାଣନ୍ତୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପୂରା ଦମ୍ରେ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଏନେଇ ବ୍ୟାପକ ସଚେତନତା କରାଯାଇ ଆସୁଛି । ଏପରିକି ଟିକାକରଣ ଓ…

ଟିକାକରଣ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ କରୋନା ପ୍ରକୋପ ଏବେବି ଜାରି ରହିଛି । ପୂର୍ବ ଅପେକ୍ଷା ଏବେ ସଂକ୍ରମଣ ହାର କମ୍ ଆସୁଥିଲେ ବି ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଟିକାକରଣକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛି…

ଏୟାରପୋର୍ଟ ଅଭିମୁଖେ ଆଇପିଏସ୍ ଦେବାଶିଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଏୟାରଲିଫ୍ଟ ହେଉଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ଏହି ପରିପ୍ରେକ୍ଷୀରେ ସେ ଭୁବନେଶ୍ୱର ଏୟାରପୋର୍ଟ ଅଭିମୁଖେ ବାହାରି ସାରିଛନ୍ତି । ଉନ୍ନତ ଚିକିତ୍ସା ପାଇଁ…

୪୫ ଡିଗ୍ରୀ ଖରାରେ ପାଦରେ ଚାଲି ଚାଲି ଗଲେ ୨୫ କିଲୋମିଟର, ତଥାପି ପାଣି ମିଳିଲା ନାହିଁ, ଆଈ ହେଲେ ବେହୋସ୍, କିନ୍ତୁ ୬ ବର୍ଷର ନାତୁଣୀ….

ଜୟପୁର: ଭାରତବର୍ଷରେ ଆଜି ବି ଲୋକମାନେ ପାଣି ବିନା ଛଟପଟ ହେଉଛନ୍ତି, ତାହାର ଏକ ବିରଳ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନରେ । ଆଈ ଓ ନାତୁଣୀ ଦୁଇଜଣ ୨୫ କିଲୋମିଟର ପାଦରେ ଯାତ୍ରା କରିବା ପରେ ମଧ୍ୟ ପାଣି ମୁନ୍ଦିଏ ନ…

SBI ଗ୍ରାହକଙ୍କ ପାଇଁ ବଡଖବର: ୩୦ ଜୁନ୍ ପୂର୍ବରୁ କରିଦିଅନ୍ତୁ ଏହି କାମ, ନଚେତ୍…

ନୂଆଦିଲ୍ଲୀ: ଯଦି ଆପଣଙ୍କ ଆକାଉଣ୍ଟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା SBIରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ନିଜର ସମସ୍ତ ଗ୍ରାହକମାନଙ୍କୁ ଶୁବଶୀଘ୍ର ପାନ୍ ଓ ଆଧାର ଲିଙ୍କ କରିବାକୁ…

ଉଠାଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ସବୁଠାରୁ ଅଧିକ ହନ୍ତସନ୍ତ ହୋଇଥିବା ଉଠାଦୋକାନୀ ମାନଙ୍କ ଆଜି ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳର ଉଠା ଦୋକାନୀ…