
Browsing Category
Top Stories
ବିମାନରେ ଭୁବନେଶ୍ୱର ଆସିଲେ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ
ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ କଟକଣାକୁ କଡାକଡି କରାଯାଉଛି । ଏହାରି ମଧ୍ୟରେ ବିମାନରେ ଭୁବନେଶ୍ୱର ଆସିଲେ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏୟାରପୋର୍ଟରେ ନେଗେଟିଭ କିମ୍ବା…
କଟକରେ ଆରମ୍ଭ ହେଲା ‘ଏକ୍ସରେ ଅନ ହ୍ୱିଲ୍ସ’ ସେବା
କଟକ: କଟକରେ ଆରମ୍ଭ ହେଲା ‘ଏକ୍ସରେ ଅନ ହ୍ୱିଲ୍ସ’ ସେବା । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କଟକରେ ଆରମ୍ଭ ହୋଇଛି ଏହି ସେବା । ଆଜି କଟକ ଜିଲ୍ଳା ପ୍ରଶାସନ ତରଫରୁ ଆଜି ଏହି ସୁବିଧାର ଶୁଭାରମ୍ଭ କରାଯାଇଛି ।
କରୋନା…
ବିଗ୍ ବସ୍-୧୫ରେ ଏଣ୍ଟ୍ରି କରିବେ ରିୟା ଚକ୍ରବର୍ତ୍ତୀ !
ମୁମ୍ବାଇ: ଟିଭିର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ’ ବିଗ୍ ବସ୍-୧୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ମେକର୍ସମାନେ ଏବେ ସିଜନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସିଜନ-୧୪ର ହୋଷ୍ଟ ସଲମାନ ଖାନ୍ ଘୋଷଣା କରିଥିଲେ…
ଅସମ୍ଭାଳ ତାତି: ୪୦ ଡିଗ୍ରୀ ଉପରେ ୭ ସହରର ତାପମାତ୍ରା
ଭୁବନେଶ୍ବର(ଓଡିଶା ଭାସ୍କର) : ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଗ୍ରୀଷ୍ମପ୍ରବାହ । ରାଜ୍ୟର ୭ ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଛି । ୪୨.୧ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି…
କରୋନା ପ୍ରଭାବ: ୨୦୨୦-୨୦୨୧ ଆର୍ଥିକ ବର୍ଷରେ ମାଇନସ ୭.୩%କୁ ଖସିଲା GDP
ନୂଆଦିଲ୍ଲୀ: କରୋନା ମହାମାରୀ ଭାରତୀୟ ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି । ଜିଡିପି ୪୦ ବର୍ଷ ଭିତରେ ସବୁଠାରୁ ତଳକୁ ଖସିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ମାଇନସ୍ ୭.୩ ପ୍ରତିଶତକୁ ଖସିଛି ।…
”ଜୀବନ ନେଇ ପାରେ.. ଦେଇ ବି ପାରେ”, ୨୮୬ କୋଟି ଟଙ୍କା ମୂଲ୍ୟର ‘ଡେଥ୍ଷ୍ଟକର୍’ର ବିଷ: ୨ ମିଲିଗ୍ରାମ୍ର ଗରଳ…
ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର): ମଣିଷର ଜୀବନ ନେଉଥିବା ଅଧିକାଂଶ ବିଷର ମୂଲ୍ୟ ବେଶ୍ ଅଧିକ । ସବୁଠାରୁ ମୂଲ୍ୟବାନ୍ ହେଉଛି ଡେଥ୍ଷ୍ଟକର୍ ନାମକ କଙ୍କଡ଼ା ବିଛାର ବିଷ । ଏହାର ଗାଲନ୍(୧ ଗାଲନ୍ = ୩.୭୮୫୪୧ ଲିଟର୍)…
କାଲିଠୁ ୩ ଜିଲ୍ଲାରେ ନୂଆ ଗାଡି ପଞ୍ଜୀକରଣକୁ ସରକାରଙ୍କ ଅନୁମତି, ଜାଣନ୍ତୁ କେଉଁ କେଉଁ ଜିଲ୍ଲା?
ଭୁବନେଶ୍ୱର(ଓଡିଶା ଭାସ୍କର): କାଲିଠାରୁ ୩ ଜିଲ୍ଲାରେ ନୂଆ ଗାଡି ପଞ୍ଜୀକରଣକୁ ଅନୁମତି ଦେଇଛନ୍ତି ସରକାର । ସେହି ୩ ଜିଲ୍ଲା ଯଥା- ସୁନ୍ଦରଗଡ, ନୂଆପଡା ଓ ଗଜପତିରେ ନୂଆ ଗାଡି ପଞ୍ଜୀକରଣ ହୋଇପାରେ । ଏହି ୩ ଜିଲ୍ଲାରେ…
ଭୁବନେଶ୍ୱରରୁ ଆଜି ୮୧୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୮୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…
‘ମୌସୁମୀ’ ଆସିବାରେ ହେବ ବିଳମ୍ବ, ୩ରେ ଛୁଇଁପାରେ କେରଳ
ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶକୁ ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ କେରଳରେ ଜୁନ୍ ୩ ବେଳକୁ ମୌସୁମୀ ପହଞ୍ଚିବାର ଆଶଙ୍କା କରାଯାଉଛି । ହେଲେ ଏହା…
୮ ଜୁନ ଯାଏ ବିହାରରେ ବଢିଲା ଲକଡାଉନ୍
ପାଟନା: କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ବିହାରରେ ପୁଣି ଥରେ ଲକଡାଉନ୍ ଅବଧି ବଢିଛି । ଜୁନ୍ ୮ ତାରିଖ ଯାଏ ରାଜ୍ୟରେ ବଢିଛି ଲକଡାଉନ୍ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଟ୍ୱିଟ୍ ମାଧ୍ୟମରେ ଏହାର…