Browsing Category

Top Stories

ପୁଣି ଶସ୍ତା ହୋଇଗଲା ସୁନା-ରୂପା, ଜାଣନ୍ତୁ ଆଜିର ଦର

ନୂଆଦିଲ୍ଲୀ : ଆଜି ପୁଣି ବଜାରରେ ସୁନା-ରୂପା ଦର କମିଛି । ସୁନା ଓ ରୂପା ଆମଦାନୀ ଶୁଳ୍କରେ ହ୍ରାସ ନେଇ ଘୋଷଣା ହେବା ପ​‌ରେ ଦିଲ୍ଲୀ ସରାଫା ବଜାରରେ ଦାମ କମିଛି। ଗୁରୁବାର ସୁନା ଦାମରେ ୩୨୨ ଟଙ୍କା କମ୍ ହେବା ସହ ପ୍ରତି…

ରେଳ ବଜେଟକୁ ନେଇ ଧର୍ମେନ୍ଦ୍ରଙ୍କ ବକ୍ତବ୍ୟ, କହିଲେ- ଓଡିଶାକୁ ମିଳିଛି ୬୯୯୫ କୋଟି

ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): କେନ୍ଦ୍ରର ରେଳ ବଜେଟରେ ଓଡିଶା ପାଇଁ ୫୫୨୮ କୋଟି ବ୍ୟୟବରାଦ ହୋଇଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ । ଏହି ପ୍ରସଙ୍ଗ ବିଜେଡି ଓ କଂଗ୍ରେସ…

ଏଥର ବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗା ବୁଡ

କୋଣାର୍କ,୪ ।୨(ଓଡିଶା ଭାସ୍କର): ଏଥର ବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗା ବୁଡ ଉତ୍ସବ ଆୟୋଜିତ ହେବ । ଶୋଭାଯାତ୍ରାରେ କେବଳ ୫ ଶହ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ । କୋଭିଡ କଟକଣା ମଧ୍ୟରେ ନୀତିକାନ୍ତି ଓ ଚନ୍ଦ୍ରଭାଗା…

ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ,୪ ।୨ : ରାଜ୍ୟସଭାରେ ଅଧ୍ୟକ୍ଷତା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସର୍ବକନିଷ୍ଠ ଓଡିଆ ସାଂସଦ ଭାବେ ସେ ଗୃହରେ ଅଧ୍ୟକ୍ଷତା କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ଅନୁପସ୍ଥିତିରେ…

ରେଳ ବଜେଟ ଅନୁଦାନକୁ ନେଇ କ’ଣ କହିଲା ବିଜେଡି?

ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): କେନ୍ଦ୍ରର ରେଳ ବଜେଟରେ ଏଥର ଓଡିଶା ପାଇଁ ୫୫୨୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ୍ ଜରିଆରେ ସୂଚନା ଦେବା ପରେ ପ୍ରତିକ୍ରିୟା ରଖିଛି…

ରାଜ୍ୟରେ ଆଜି ୮୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୪।୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୮୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୬…

ରାଜଧାନୀରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି । ଭରତପୁର-ଚନ୍ଦକା ନିକଟ ରାସ୍ତାକଡରୁ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କୁ କେହି ହତ୍ୟା…

ବିଧାୟକ ପ୍ରଦୀପଙ୍କୁ ଝାଡପଡା ଜେଲରୁ ନେଲା ପୋଲିସ

ଝାରପଡା,୪ ।୨(ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଝାଡପଡା ଜେଲରୁ ଆଜି ବ୍ରହ୍ମପୁର ନେଇଛି ପୋଲିସ । ପ୍ରଦୀପଙ୍କୁ ଏକ ସ୍ପେଶାଲ ଟିମ୍ ଜେଲରୁ ନେଇଛି । ଏହି ସ୍ପେଶାଲ ଟିମ୍ ପ୍ରଦୀପଙ୍କୁ…