Browsing Category
Top Stories
ମୁଖ୍ୟମନ୍ତ୍ରୀଙ୍କୁ ହେଲା କରୋନା, ଟ୍ୱିଟ କରି ଦେଲେ ସୂଚନା
ଜୟପୁର,୨୯ ।୪: କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ବଡ ବଡ ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ଏହାର କବଳରୁ ରକ୍ଷା ପାଇପାରୁନାହାନ୍ତି । ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ…
ଭୁବନେଶ୍ୱର କୋର୍ଟ ୭ ଦିନ ପାଇଁ ସିଲ୍
ଭୁବନେଶ୍ୱର,୨୯ ।୪(ଓଡିଶା ଭାସ୍କର): ସାରା ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀର ଦ୍ୱିତୀୟ ଲହର । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା କଟକଣା ଲାଗୁ ହୋଇଥିଲେ ବି ଲୋକମାନେ ଏହାକୁ ଫୁ’ କାରି ଉଡାଇ ଦେଉଛନ୍ତି…
କରୋନା କାଳରେ ପଶ୍ଚିମବଙ୍ଗରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ
କୋଲକାତା ,୨୯ ।୪: କରୋନା କାଳରେ ପଶ୍ଚିମବଙ୍ଗରେ ଆଜି ଶେଷପର୍ଯ୍ୟାୟ ମତଦାନ ଚାଲିଛି। ରାଜ୍ୟର ୩୫ଟି ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଭୋଟରମାନେ ମତଦାନ କରୁଛନ୍ତି। ଏହି ପର୍ଯ୍ୟାୟରେ ମାଲଦାର ୬ ଆସନ, ବୀରଭୂମିର…
ଓଡିଶାର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ
ଭୁବନେଶ୍ୱର,୨୯ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ କମୁଛି ଟିକାକରଣ । ରାଜ୍ୟରେ ଖୋର୍ଦ୍ଧା ସମେତ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ, କିନ୍ତୁ ଭୁବନେଶ୍ୱରରେ ଟିକାକରଣ ଜାରି ରହିବ…
ସଂକ୍ରମଣ ସହ ବଢୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟରେ ଆଜି ୧୨ ଜୀବନ ନେଲା କରୋନା
ଭୁବନେଶ୍ୱର, ୨୯ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକମଣ ସାଙ୍ଗକୁ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ରାଜ୍ୟରେ କରୋନା…
ଓଡିଶାରେ ଅସମ୍ଭାଳ ସ୍ଥିତି! ଆଜି ପୁଣି ୬୯୯୮ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର, ୨୯ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଗତ ୨୪…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୧.୬୩ ଲକ୍ଷ ପାର
ନୂଆଦିଲ୍ଲୀ, ୨୯। ୪ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୨୦ ଲକ୍ଷ…
ପୁରୁଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ସୁବିଧା ବନ୍ଦ
ଭୁବନେଶ୍ୱର,୨୮ ।୪(ଓଡିଶା ଭାସ୍କର): ସାରା ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀର ଦ୍ୱିତୀୟ ଲହର । ଏହାରି ମଧ୍ୟରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ସୁବିଧାକୁ ବନ୍ଦ କରାଯାଇଛି । କରୋନା…
ଖୁସି ଖବର! କରୋନାର ୬୧୭ ପ୍ରକାରକୁ ମାତ୍ ଦେଉଛି କୋଭାକ୍ସିନ୍- ଆମେରିକୀୟ ବିଶେଷଜ୍ଞ
ୱାଶିଂଟନ,୨୮ ।୪: କରୋନା ମହାମାରୀ ପୁଣି ଥରେ ସକ୍ରିୟ ହେବାରେ ଲାଗିଥିବା ବେଳେ ଆମେରିକାରେ ଟିକାକୁ ନେଇ ଆସିଛି ଏକ ଖୁସି ଖବର । ଆମେରିକାର ବରିଷ୍ଠ ମହାମାରୀ ବିଶେଷଜ୍ଞ ଡକ୍ଟର ଏନଥୋନି ଫାଉସି କହିଛନ୍ତି ଯେ, ସ୍ୱଦେଶର…
Re-registration rules proposed to be made simpler for passenger vehicles, while re-locating from one state to another
New Delhi, April 28: The Ministry of Road Transport has issued a notification of draft rules, which would make it much easier for those shifting from one state to another to…