Browsing Category

Top Stories

ବନ୍ଦ ହେଲା ବରମୁଣ୍ଡା ରୁଚିକା ନର୍ସିଂହୋମ

ଭୁବନେଶ୍ୱର, ୨ା୭(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ବରମୁଣ୍ଡାରେ ଥିବା ରୁଚିକା ନର୍ସିଂହୋମ ବନ୍ଦ ହୋଇଛି । ସେଠାରେ କୋଭିଡ଼ ନିୟମ ପାଳନ ନହେଉଥିବା ଜଣାପଡ଼ିବା ପରେ ବିଏମସି ପକ୍ଷରୁ କାରଣ ଦର୍ଶାଅ ନୋଟିସ…

ଏସବିଆଇ ଗ୍ରାହକଙ୍କ ପାଇଁ ଆଲର୍ଟ! ବଦଳିଗଲା ଏଟିଏମରୁ ଟଙ୍କା ଉଠାଇବାର ନିୟମ, ଜାଣିନଥିଲେ ଗଣିବେ ତଣ୍ଡ

ଯଦି ଆପଣଙ୍କ ପାଖରେ ଏସବିଆଇର ଡେବିଟ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ । ଜୁଲାଇ ୧ରୁ ଏଟିଏମରୁ ଟଙ୍କା ଉଠାଇବା ନିୟମ ବଦଳିଯାଇଛି । ଏହାର କାରଣ ହେଉଛି, ଲକ୍-ଡାଉନ୍ ପାଇଁ ଏଟିଏମରୁ…

ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ

କୋରାପୁଟ, ୨ା୭(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପ ମହାନ୍ତିଙ୍କୁ ଅଟକ ମଧ୍ୟ ରଖାଯାଇଛି । ଅନ୍ୟପଟେ କୃଷି…

ମନୋଜ ବାଜପେୟୀଙ୍କ ବଡ ଖୁଲାସା, କହିଲେ-‘ଆତ୍ମହତ୍ୟା କରିବାକୁ ଯାଉଥିଲି, କିନ୍ତୁ ସାଙ୍ଗମାନେ ବଞ୍ଚାଇଦେଲେ’

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟ ନିଜ ନିଜର ସମସ୍ୟାକୁ ଖୋଲାଖୋଲି ଭାବେ କହିବା ଆରମ୍ଭ କରିଛନ୍ତି । ନିକଟରେ ଜାତୀୟ ପୁରସ୍କାର ବିଜେତା…

ଭୁବନେଶ୍ୱରରୁ ଆଜି ୧୩ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଭୁବନେଶ୍ୱର, ୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୧୩ଜଣଙ୍କ ମଧ୍ୟରୁ ୮ଜଣ ସଙ୍ଗରୋଧରୁ ଓ ସ୍ଥାନୀୟ ଅଞ୍ଚଳରୁ…

କରୋନା ପ୍ରଭାବ, ଲୋକସେବା ଭବନ ସମେତ ୩ ସରକାରୀ ଅଫିସକୁ ପ୍ରବେଶ ମନା

ଭୁବନେଶ୍ୱର, ୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ଏଥିସହିତ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ସଂକ୍ରମଣ ରୋକିବା ପାଇଁ ରାଜ୍ୟ…

ଜୁଲାଇ ୩୧ ଯାଏଁ ଗାଡି ଚଳାଚଳ ବନ୍ଦ

ଗଞ୍ଜାମ,୨ ।୭(ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀ ବଢି ଚାଲିଥିବା ବେଳେ ଏଥିରେ ଅଧିକ ପ୍ରଭାବିତ ହେଉଛି ଗଞ୍ଜାମ ଜିଲ୍ଲା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି…

ମଧ୍ୟପ୍ରଦେଶରେ ଶିବରାଜଙ୍କ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ, ୨୦ କ୍ୟାବିନେଟ୍ ୮ ରାଜ୍ୟ ମନ୍ତ୍ରୀ ନେଉଛନ୍ତି ଶପଥ

ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟୀ ବା ବିଜେପି ସରକାରଙ୍କର ମନ୍ତ୍ରୀମଣ୍ଡଳ ଆଜି ସମ୍ପ୍ରସାରଣ ହୋଇଛି । ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ରାଜଭବନରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଯାଇଛନ୍ତି ।…

ବଡ ଖବର: ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨ ।୭(ଓଡିଶା ଭାସ୍କର): ରାଜ୍ୟରେ ଅନଲକ୍ ୨ ଲାଗୁ ହୋଇଥିଲେ ବି କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଯାଉଛି । ଆଜି ୨୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ମୃତକ…

ବଡ ଖବର: ରାଜ୍ୟରେ ପୁଣି ବାହାରିଲେ ୨୨୯ ପଜିଟିଭ୍

ଭୁବନେଶ୍ୱର,୨ ।୭(ଓଡିଶା ଭାସ୍କର): ରାଜ୍ୟରେ ଅନଲକ୍ ୨ ଲାଗୁ ହୋଇଥିବା ବେଳେ କରୋନା କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ୨୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…