
Browsing Category
Top Stories
ତୁରନ୍ତ ସାରନ୍ତୁ ବ୍ୟାଙ୍କ କାମ, ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ
ଯଦି ଆପଣଙ୍କ ବ୍ୟାଙ୍କ ରେ କୌଣସି କାମ ରହିଛି ତେବେ ତୁରନ୍ତ ସାରି ନିଅନ୍ତୁ। କାରଣ ମାର୍ଚ୍ଚ ମାସ ୨୭ ଠାରୁ ଏପ୍ରିଲ ୪ ଯାଏଁ ବ୍ୟାଙ୍କ ବନ୍ଦ ରହିବ। ଏହା ମଧ୍ୟ ରେ ମାତ୍ର ଦୁଇ ଦିନ ବ୍ୟାଙ୍କ ଖୋଲିବ। ମାର୍ଚ୍ଚ ୨୭ ମାସର…
ରାଉରକେଲା ଏନଆଇଟିରେ କରୋନା, ଛାତ୍ରଛାତ୍ରୀ ପଜିଟିଭ
ରାଉରକେଲା,୨୪ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାରି ମଧ୍ୟରେ ରାଉରକେଲା ଏନଆଇଟିରେ ୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୟାମ୍ପସ ପରିସରରେ ଆକ୍ରାନ୍ତ…
ସାବଧାନ୍! ୬ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): ମାର୍ଚ୍ଚ ୨୮ରେ ୬ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି । ବର୍ଷା ଓ ବଜ୍ରପାତ ହେବା ନେଇ ୬ ଜିଲ୍ଲାକୁ…
ପିକ୍ ଅପ୍ ଗାଡ଼ିରେ ଏମିତି ଚାଲାଣ ହେଉଥିଲା ମଦ, ଭିଡ଼ିଓ ଦେଖିଲେ ଆପଣ ବି ବୋକା ହେଇଯିବେ
ମଦ୍ ଚୋରା ଚାଲାଣ, ତା ପୁଣି ଏକ ପିକଅପ୍ ଟ୍ରକରେ ଡିଜାଇନ୍ ଏମିତି କେହିବି ବୋକା ବନିଯିବ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୧.୫ ଲକ୍ଷରୁ ଅଧିକ ଭ୍ୟୁ ହାସଲ କରିଥିବା ଏହି କ୍ଲିପ୍ ଶିଳ୍ପପତି ଆନନ୍ଦ…
ଲାଞ୍ଚନେଇ ଗିରଫ ହେଲେ ଏସଆଇ
ଜଗତସିଂହପୁର, ୨୪ା୩ (ଓଡିଶା ଭାସ୍କର): ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଗତସିଂହପୁର ଥାନା ଏସଆଇ । ଏସଆଇ ବିଶ୍ୱଜିତ ଗଡ଼ନାୟକ ଏକ ମାମଲାର ଦଫାରଫା କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…
ଆଜିଠୁ ରାଜଧାନୀରେ ମାସ୍କ ଚେକିଂ କଡାକଡି
ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ମାସ୍କ ଚେକିଂ କଡାକଡି କରାଯିବ ।
ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜରିମାନା ଆଦାୟ ହେବ ।
ସପିଂ ମଲ ଓ…
ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି
ଭୁବନେଶ୍ୱର,୨୪ ।୩(ଓଡିଶା ଭାସ୍କର): ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡିଛି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ଆଜି ଗୃହରେ କହିଛନ୍ତି ଯେ, ୨୫୬୨…
Want a personal loan? Know the interest rates of SBI, PNB and Union Bank
For personal needs, it has become common nowadays to get a loan. Be it a wedding, foreign tour, or any kind of emergency. In this era of difficulty, if you want to take a personal…
ଅମିର ଖାନଙ୍କୁ କରୋନା, ଏବେ ହୋମ୍ କ୍ୱାରେଣ୍ଟାଇନ୍
ମୁମ୍ବାଇ,୨୪ ।୩: ଦେଶରେ କରୋନା ସଂକ୍ରମଣ ପୁଣି ସକ୍ରିୟ ହେବାରେ ଲାଗିଛି । ବଲିଉଡ ଜଗତରେ ମଧ୍ୟ ଅନେକ ତାରକା ପଜିଟିଭ୍ ହୋଇଛନ୍ତି । ଏହାରି ମଧ୍ୟରେ ଅଭିନେତା ଅମିତ ଖାନ୍ କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା…
ବିଧାନସଭାରେ ତାଣ୍ଡବ: ବିଧାୟକଙ୍କୁ ମାଡ଼, ବୁହାହେଲେ ଷ୍ଟ୍ରେଚରରେ
ପାଟନା, ୨୪ା୩: ବିହାର ବିଧାନସଭା ପାଲଟିଛି ରଣକ୍ଷେତ୍ର । ବିଧାନସଭା ଗୃହ ଭିତରେ ଜଣେ ବିଧାୟକଙ୍କୁ ମାଡ଼ ମରାଯାଇଛି । ପୋଲିସ ଆରଜେଡି ବିଧାୟକ ସତୀସ କୁମାରଙ୍କୁ ପ୍ରବଳ ପିଟିଛି । ଫଳରେ ଆହତ ବିଧାୟକଙ୍କୁ ଷ୍ଟ୍ରେଚରରେ…