
Browsing Category
Top Stories
ଦେଶରେ ୨୪ ଘଣ୍ଟାରେ ୯୭ ମୃତ, ୧୮ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୮ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୮୫୩କୁ ବୃଦ୍ଧି…
ଚାଲାଣ ବେଳେ ଶତାଧିକ ଗୋରୁ ଉଦ୍ଧାର: ୨ ଅଟକ
ଭଦ୍ରକ, ୮ା୩ (ଓଡିଶା ଭାସ୍କର): ଭଦ୍ରକରୁ କୋଲକାତା ଚାଲାଣ ହେଉଥିବା ସମୟରେ ଶତାଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ଶେରଗଡ଼ ଟୋଲଗେଟ୍ ନିକଟରୁ ଖନ୍ତାପଡ଼ା ପୋଲିସ ଗୋରୁଙ୍କୁ ଉଦ୍ଧାର କରିଛି ।…
ଏହି ଦେଶରେ ରହିଛି ଟଙ୍କା ଗଛ, ଆସନ୍ତୁ ଜାଣିବା ସେ ବିଷୟରେ
ଗଛ ଆପଣମାନେ ତ ସମସ୍ତେ ଦେଖିଥିବେ, ମାତ୍ର କେବେ କେଉଁଠି ଟଙ୍କା ଗଛ ଦେଖିଛନ୍ତି କି ? କଥାଟି ଅଜବା ଲାଗୁଥିଲେ ବି ଏଥିରେ ସତ୍ୟତା ଅଛି । ବ୍ରିଟେନରେ ଏହିପରି ଏକ ଟଙ୍କା ଗଛ ରହିଛି, ଯେଉଁଠାରେ ଗଛଟିକୁ ଟଙ୍କାରେ ସଜ୍ଜିତ…
ଆଜି ପ୍ରକାଶ ପାଇବ ଜେଇଇ ମେନ୍ ପରୀକ୍ଷା ଫଳ
ଭୁବନେଶ୍ୱର, ୮ା୩ (ଓଡିଶା ଭାସ୍କର): ଆଜି ପ୍ରକାଶ ପାଇବ ଜେଇଇ ମେନ୍ ପରୀକ୍ଷା ଫଳ । ଗତ ଫେବୃଆରୀ ମାସ ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସମଗ୍ର ଦେଶରୁ ୬ ଲକ୍ଷ ୬୧ ହଜାର ୭୭୬ ଜଣ ପିଲା…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୬.୪ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ, ୮ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୬ ଲକ୍ଷ ୪ ହଜାର ୮୦୩ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୭୪ ଲକ୍ଷ…
ତିରିଶ ବର୍ଷ ପୂର୍ବରୁ ମହିଳାମାନେ ଏହି କାର୍ଯ୍ୟଗୁଡ଼ିକୁ ସାରି ଦିଅନ୍ତୁ, ନହେଲେ…
ପାରିବାରିକ ଦାୟିତ୍ୱରେ ବ୍ୟସ୍ତ ରହି ମହିଳାମାନେ ନିଜ ପାଇଁ ସମୟ ଦେଇ ପାରନ୍ତି ନାହିଁ । ଅନ୍ୟମାନଙ୍କ ପାଇଁ ସମୟ ଦେବା ଫଳରେ ସେମାନଙ୍କର ନିଜର ଇଚ୍ଛା ସଂକୀର୍ଣ୍ଣ ହେବାକୁ ଲାଗେ । ଧିରେ ଧିରେ ବୟସ ଅତିକ୍ରାନ୍ତ ହୋଇଯାଏ…
ଜାପାନୀଙ୍କ ପରି ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଛନ୍ତି କି, ଆଜିଠାରୁ କରନ୍ତୁ ଏହି ସବୁ କାମ
ସମଗ୍ର ବିଶ୍ୱରେ ଜାପାନୀମାନେ ସବୁଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି । ଏହା ପଛରେ ଅନେକ କାରଣ ରହିଛି । ଆପଣମାନେ ମଧ୍ୟ ନିଜର ଆୟୁଷକୁ ବୃଦ୍ଧି କରିପାରିବେ ଓ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିବେ । କିନ୍ତୁ…
କଳିଙ୍ଗ ବୀରାଙ୍ଗନା , ଅନନ୍ୟା ଅନୁପମା
ଅନନ୍ୟା ଅନୁପମା, ଏକ ସମାଜସେବୀ । ବାସ୍ ସେତିକି ପରିଚୟ ଯଥେଷ୍ଟ । ଲୋକଙ୍କ ଦୁଃଖ ସହ ନିଜକୁ ଯୋଡ଼ି ଆନନ୍ଦ ପାଆନ୍ତି ସେ। ସେ ଜଣେ ଯୋଦ୍ଧା, ଜଣେ ନାରୀ ତାଙ୍କ ମଧ୍ୟେ ନିହିତ ସୃଷ୍ଟିର ସୃଜନଶୀଳତା ମନ୍ତ୍ର ।…
ଡାକ୍ତରଙ୍କ କୋରୋନା ରିପୋର୍ଟ ନେଗେଟିଭ
ଭୁବନେଶ୍ୱର , 7/3 :ଅବସରପ୍ରାପ୍ତ ଡାକ୍ତର ସୁଲେମାନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ବିଭିନ୍ନ ପଦ୍ଧତିରେ ଆରଏମଆରସି ରେ ହୋଇଥିବା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି । ପୂର୍ବରୁ ରାଉରକେଲା ଆଇଜିଏଚ ରେ…
୨୯ ବର୍ଷ ପରେ ବଣ୍ଡାଘାଟି ଗସ୍ତ କଲେ ଡିଜିପି; ମାଓ ଦମନ ନେଇ ବିଏସ୍ଏଫ୍ ସହ ରୁଦ୍ଧଦ୍ବାର ବୈଠକ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତରେ ଆଜି ପୁଲିସ ଡିଜି ଅଭୟ ପହଞ୍ଚିଥିଲେ। ଡିଜିପି ଅଭୟଙ୍କୁ ବଣ୍ଡା ମହିଳା ମାନେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଆଜି ବଣ୍ଡାଘାଟି ଗସ୍ତ କରି ମାଓ ସମୀକ୍ଷା କରିଥିଲେ।…