Browsing Category

Top Stories

ପୁଣି ୨କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୧୫୯

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର):ରାଜ୍ୟରେ ଆଜି ଆଉ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଦୁଇଜଣ ଗଂଜାମ ଜିଲ୍ଲାର ।ଏହା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯ ରେ ପଂହଚିଛି । ଗତ କାଲି ପର୍ଯ୍ୟନ୍ତ…

ଲକ ଡାଉନ ପାଇଁ ଘାଟାରେ ସମ୍ବାଦପତ୍ର ,୪ହଜାର ୫୦୦କୋଟି ଟଙ୍କାର କ୍ଷତି

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର):ଲକ ଡାଉନର ପ୍ରଭାବ ସବୁ କ୍ଷେତ୍ର ଉପରେ ପଡିଛି । ସଭିଏଁ ଅଳ୍ପେବହୁତ କ୍ଷତିସହିଛନ୍ତି । କେବଳ ସମ୍ବାଦପତ୍ର ଶିଲ୍ପ ର ୪ହଜାର ୫୦୦କୋଟି ଟଙ୍କାର କ୍ଷତି ହୋଇଛି । ଗତ ଦୁଇ ମାସରେ ଏହି…

ବାତ୍ୟା ହେବନି

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର): ମେ ୩ । ଗତବର୍ଷ ଏହି ଦିନରେ ତାଣ୍ଡବ କରିଥିଲା ବାତ୍ୟା ଫନି । ଆଉ ଏ ବର୍ଷ ଆଜି ଦିନରେ ହିଁ ବଂଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ବାତ୍ୟାର ଆଶଙ୍କା ସୃଷ୍ଟି କରିଥିଲା…

ମୋବାଇଲ ଗେମ ପାଇଁ ଗଲା ଜୀବନ

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର): ମୋବାଇଲ ଗେମ ପାଇଁ ଗଲା ଜୀବନ। ମାଆର ତାଗିଦରେ ରାଗିଗଲା ପୁଅ। ଆଉ ପାଇଖାନାରେ ପଶି ବେକରେ ଗାମୁଛା ଗୁଡ଼ାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ତେବେ ଝୁଲନ୍ତା ଅବସ୍ଥାରେ…

ଖାଁ ଖାଁ, ବର୍ଷେ ତଳେ ଫନି ଏବେ କରୋନା

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର): ସବୁ ସମାନ । ଫରକ କେବଳ ଏତିକି ଯେ ସେତେବେଳେ କରେଣ୍ଟ ନ ଥିଲା ଏବେ କରେଣ୍ଟ ଅଛି । ନ ହେଲେ ସେତେବେଳେ ଗମନାଗମନ ଉପରେ ପ୍ରତିବନ୍ଧକ ଥିଲା ଏବେ ବି ତାହା । ହଁ ଅବଶ୍ୟ ସେତେବେଳେ…

ବସ ଚାଲିବା ନେଇ ନିଷ୍ପତ୍ତି ଆଜି

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର): କରୋନା ଲକ ଡାଉନ ୩.୦ର ନିୟମ ଅନୁଯାୟୀ ଗ୍ରୀନରେ ବସ ଗଡିବାକୁ ମିଳିଛି ଗ୍ରୀନ ସିଗନାଲ । କିନ୍ତୁ ସର୍ତ୍ତ ଏହା ଯେ ୫୦% ଯାତ୍ରୀଙ୍କୁ ନେଇ ଗଡିବ ବସ । କିନ୍ତୁ ଏଭଳି ସର୍ତ୍ତରେ…

କରୋନାରେ ଜଷ୍ଟିସ୍ ଏ.କେ. ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ, ୨ା୫: ମହାମାରୀ କରୋନା ଫଳରେ ଲୋକପାଳ ସଦସ୍ୟ ଜଷ୍ଟିସ୍ ଅଜୟ କୁମାର ତ୍ରିପାଠୀଙ୍କ ଶନିବାର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ସେ ପୂର୍ବରୁ କରୋନାରେ ଆକ୍ରାନ୍ତ ଥିଲେ ।…

ପ୍ରବାସୀ ଓଡ଼ିଆଙ୍କ ଘର ଫେରନ୍ତା ଯାତ୍ରା ହେଲା ଶେଷଯାତ୍ରା

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ଦେଢ଼ମାସର ଲକ ଡାଉନ ପରେ ଘରକୁ ଫେରୁଥିଲେ ଓଡ଼ିଆ । ଇଚ୍ଛା ଥିଲା ସାଙ୍ଗସାଥୀ, ପରିଜନ ଓ ପରିବାର ସଭିଙ୍କୁ ଦେଖିଥାନ୍ତେ । ଏଥିପାଇଁ ରାଜ୍ୟ ସରକାରଙ୍କ ୧୪ଦିନର କ୍ୱାରେଣ୍ଟିନ…

ଗଣମାଧ୍ୟମ ପାଇଁ ଲକ୍ଷ୍ମଣ ରେଖା

ଭୁବନେଶ୍ୱର,୨/୫(ଓଡିଶା ଭାସ୍କର): ଲକ ଡାଉନ ପାଇଁ ଓଡ଼ିଶା ବାହାରେ ବହୁ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି।ଏହାସହ ୩ଦିନ ହବ ବାହାର ରାଜ୍ୟରୁ ଶ୍ରମିକ ମାନେ…