Browsing Category
Top Stories
ଶିକ୍ଷକମାନଙ୍କୁ ବଡ ଉପହାର ଦେଇଛନ୍ତି ସରକାର, କିନ୍ତୁ ଏଥିରୁ ବଞ୍ଚିତ ହେବେ ଆନ୍ଦୋଳନକାରୀ ଶିକ୍ଷକ
ପାଟଣା,୮ ।୪: ଦୀର୍ଘ ଦନ ଧରି ଦରମା ଅପେକ୍ଷାରେ ରହିଥିବା ଶିକ୍ଷକମାନଙ୍କୁ ବଡ ଉପହାର ଦେଇଛନ୍ତି ବିହାର ସରକାର । ଶିକ୍ଷକମାନଙ୍କୁ ଜାନୁଆରୀ ଓ ଫେବ୍ରୁଆରୀର ଦରମା ଦେବା ପାଇଁ ଆଦେଶ ଦେଇଛନ୍ତି ସରକାର । ସମସ୍ତ ଡିଇଓ ଓ…
ସମ୍ବଲପୁରରେ ଆଜିଠୁ କଠୋର ହେବ ଲକ୍ ଡାଉନ କଟକଣା
ସମ୍ବଲପୁର, ୮ା୪(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ନେଇ ଚିନ୍ତାର ବିଷୟବସ୍ତୁ ପାଲଟିଛି । କରୋନା ସତର୍କତା ନେଇ ସମ୍ବଲପୁରରେ ଆଜିଠୁ ଲକ୍ ଡାଉନ୍ କଟକଣାକୁ କଠୋର କରାଯିବ । ସକାଳ ୭ରୁ ୧୨ଟା ଯାଏଁ ଅତ୍ୟାବଶ୍ୟକ…
୪ ମାସ ମଧ୍ୟରେ ମଣିଷ ଉପରେ ଟୀକା ପରୀକ୍ଷା କରିବ ‘ଭାରତ ବାୟୋଟେକ୍’: ରିପୋର୍ଟ
ନୂଆଦିଲ୍ଲୀ,୮ ।୪: ଭାରତ ସମେତ ବିଶ୍ୱ ଏହି କରୋନା ଭାଇରସ ସହ ଲଢେଇ କରୁଛି । ଆମରିକା ଓ ଚୀନ୍ ଟୀକା ପ୍ରସ୍ତୁତ କରିବା ପ୍ରତିଯୋଗିତା ମଧ୍ୟରେ ହାଇଦ୍ରାବାଦର ଟୀକା କମ୍ପାନୀ ଭାରତ ବାୟୋଟେକ୍ ଆସନ୍ତା ୪ ମାସ ଭିତରେ…
୧୪ ଏପ୍ରିଲ୍ ପରେ ଖୋଲିପାରେ ଲକ୍ ଡାଉନ୍: କିନ୍ତୁ ବନ୍ଦ ରହିବ ସ୍କୁଲ କଲେଜ,ଧର୍ମସ୍ଥଳ ଓ ସପିଂ ମଲ୍
ଲକ୍ ଡାଉନ ଖୋଲିବା ପାଇଁ ଏପର୍ଯ୍ୟନ୍ତ କୈାଣସି ରାଜ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି ।ଗତ ୨୫ ତାରଖରୁ ଆରମ୍ଭ ହୋଇଥିବା ଲକ୍ ଡାଉନ ୧୪ ଏପ୍ରିଲ ରେ ସରିବାର ଅଛି । କିନ୍ତୁ ଗତ ୧୪ ଦିନରେ କରେନା ପାଇଁ କରାଯାଉଥିବା ଟେଷ୍ଟ…
ଭାରତରେ ୧୨୪ମୁଣ୍ଡ ନେଲାଣି କରୋନା
ନୂଆଦିଲ୍ଲୀ, ୮।୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୨୪କୁ ବୃଦ୍ଧି ପାଇଛି । ଏହାସହ…
ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ,କିନ୍ତୁ କଣ କେବଳ ମାସ୍କ ପିନ୍ଧିଲେ ହେବନି କରୋନା ?
ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ତୁଣ୍ଡି ନବାନ୍ଧିଲେ ଗଣିବେ ତଣ୍ଡ । କିନ୍ତୁ କଣ କେବଳ ମାସ୍କ ପିନ୍ଧିଲେ ହେବନି କରୋନା ? କେବଳ ମାସ୍କ ପିନ୍ଧିଦେଲେ କୋରୋନାକୁ ମାତ୍ ଦେଇ ହେବନି । ଏହାସତ ଯେ ମାସ୍କ ଏକ…
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ମାନିଲେ ତବଲିଗି ଜମାତରେ ସାମିଲ ଲୋକେ, ୪୨ ପଞ୍ଜୀକୃତ
ଭୁବନେଶ୍ୱର, ୭ା୪ (ଓଡ଼ିଶା ଭାସ୍କର): ଦିଲ୍ଲୀର ତବଲିଗି ଜମାତ୍ ରୁ ଫେରିଥିବା ୪୨ ଜଣ ବ୍ୟକ୍ତି ପଂଜୀକରଣ କରାଇଛନ୍ତି । ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ଗତ ୪ ତାରିଖରେ ତବଲିଗି…
ବାଃ ବାଃରେ ପୋଲିସ ! କରୋନା ଟୀକା ଟେଷ୍ଟ ପାଇଁ ନିଜ ଶରୀର ଦେବାକୁ ଚାହାଁନ୍ତି କନେଷ୍ଟବଳ
ସାରା ଦେଶରେ କରୋନା ଭାଇରସ୍ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୧ ଦିନର ଲକ୍-ଡାଉନରେ ଲୋକମାନଙ୍କୁ ନିଜ ଘରେ ରଖିବାକୁ ନିର୍ଦ୍ଦେଶ ଦିଆଯାଉଥିବା ବେଳେ ବହୁ ବ୍ୟକ୍ତି ସେମାନଙ୍କ…
ଏସବିଆଇ ଘର ଲୋନ୍ ଗ୍ରାହକଙ୍କୁ ପୁଣି ଉପହାର, ଜାଣନ୍ତୁ କେତେ କମିବ EMI
ଯଦି ଆପଣ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଘର ଲୋନ୍ ନେଇଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଏସବିଆଇ ମଙ୍ଗଳବାର ଦିନ ମାର୍ଜିନ କଷ୍ଟ ଅଫ୍ ଲ୍ୟାଣ୍ଡିଙ୍ଗ ରେଟ୍ ବା (ଏମସିଏଲଆର)ରେ ୩୫ ଆଧାର…
ସ୍ୱର ଶୁଣିବା ମାତ୍ରେ କହିଦେବ କରୋନାର ଲକ୍ଷଣ! ଏପରି ଆପ୍ ପ୍ରସ୍ତୁତ ହୋଇଥିବା ଦାବି
ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍ ବା କୋଭିଡ୍-୧୯କୁ ନେଇ ଅନେକ ଆପ୍ ପ୍ରସ୍ତୁତ ହୋଇସାରିଛି । କିନ୍ତୁ ଏବେ ଏକ ନୂଆ ଆପ୍ ଆସିଛି, ଯାହାକି ସ୍ୱର ଶୁଣିବା ମାତ୍ରେ କରୋନା ଲକ୍ଷଣକୁ ଚିହ୍ନଟ କରିଦେବ । କାର୍ନେଗୀ ମେଲନ…