Browsing Category

Top Stories

ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୨୯ଜଣ

ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀଙ୍କ ସଂସ୍ପର୍ଶରେ ୧୨୯ଜଣ ଆସିିଥିବା IEC ମୁଖପାତ୍ର ସୁବ୍ରତ ବାଗଚୀ ଏକ…

ନିର୍ଭୟା ମାମଲା, ଆଇସିଜେ ଗଲେ ତିନି ଦୋଷୀ

ନୂଆଦିଲ୍ଲୀ, ୧୬ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଚାରି ଦୋଷୀଙ୍କ ମଧ୍ୟରୁ ତିନି ନିର୍ଭୟା ଦୋଷୀ ଅନ୍ତର୍ଜାତୀୟ ନ୍ୟାୟାଳୟ ଯାଇଛନ୍ତି । ତିନି ଦୋଷୀ ଅକ୍ଷୟ, ପବନ ଓ ବିନୟ ଯାଇଛନ୍ତି ।…

କରୋନା ଭାଇରସ୍, କ୍ୱାରେନଟାଇନ ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କ୍ୱାରେନଟାଇନ ସେଣ୍ଟର ଖୋଲିବ । ଭୁବନେଶ୍ୱରରେ ୨୫ଟି ସ୍ଥାନରେ କ୍ୱାରେନଟାଇନ ସେଣ୍ଟର ବିଏମସି ଖୋଲିବ । ଗୃହ ଓ ନଗର ଉନ୍ନୟନ ବିଭାଗର ଚିଠି…

ଆସନ୍ତା ୧୮ରେ ଖୋଲିବ ୟେସ୍ ବ୍ୟାଙ୍କ

ନୂଆଦିଲ୍ଲୀ, ୧୬ା୩: ୟେସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ୟେସ୍ ବ୍ୟାଙ୍କର ସମସ୍ତ ଶାଖା ଆସନ୍ତା ୧୮ରେ ଖୋଲିବ । ମାର୍ଚ୍ଚ ୧୮ରୁ ୟେସ୍ ବ୍ୟାଙ୍କର ୧୧୩୨ଟି ଶାଖା ଖୋଲିବ । ୧୮ରୁ ସବୁ ଶାଖାରେ…

ଏସସିବିରେ ଆଉ ଦୁଇ କରୋନା ସନ୍ଦିଗ୍ଧ

କଟକ, ୧୬ା୩(ଓଡ଼ିଶା ଭାସ୍କର): କଟକ ଏସସିବିରେ ଆଉ ୨କରୋନା ସନ୍ଦିିଗ୍ଧ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତାଙ୍କର କରୋନା ପରୀକ୍ଷା ପାଇଁ ଆରଏମଆରସିକୁ ରକ୍ତ ଓ ସ୍ୱାବ ପଠାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କର…

କରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖାଯାଇଛି । ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ନେଇ ରାଜ୍ୟ ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ପରବର୍ତ୍ତି ସମୟରେ ଏହି ନିର୍ବାଚନ…