CHARIDHAM
Browsing Category

Top Stories

ଚିନ୍ତା ବଢ଼ାଉଛି କରୋନାର ବ୍ରିଟେନ ଷ୍ଟ୍ରେନ: ଭୁବନେଶ୍ୱରରୁ ଆଉ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ପ୍ରଭାବ କମିଆସୁଥିବା ବେଳେ ଚିନ୍ତା ବଢ଼ାଉଛି ବ୍ରିଟେନରେ ସୃଷ୍ଟି ହୋଇଥିବା ନୂଆ ଷ୍ଟ୍ରେନ । ଭୁବନେଶ୍ୱରରୁ ପୁଣି ଜଣେ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ…

କରୋନାରେ ୪ ମୃତ, ୩୦୩ ଆକ୍ରାନ୍ତ

ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ରାଜ୍ୟରେ କରୋନାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୩୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୨ ସଙ୍ଗରୋଧରୁ ଓ ୧୩୧ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…

ମର୍ମନ୍ତୁଦ ବସ୍ ଦୁର୍ଘଟଣା: ୨ ମୃତ, ୬ ଗୁରୁତର, ୧୦ ଆହତ

ରାଉରକେଲା, ୨୭ା୧୨ (ଓଡିଶା ଭାସ୍କର): ରାଉରକେଲାରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଗୁରତର ଓ ୧୦ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ,…

ବିଦାୟ ବର୍ଷର ଅନ୍ତିମ ମନ କୀ ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି

ନୂଆଦିଲ୍ଲୀ, ୨୭ା୧୨: ୨୦୨୦ ବର୍ଷକୁ ବିଦାୟ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ କୀ ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବର୍ଷର ଶେଷ ତଥା ୭୨ତମ…

ବିଏମସି ଓ ସ୍ମାର୍ଟ ସିଟି ପକ୍ଷରୁ ଭୁବନେଶ୍ବରରେ ସାଇକ୍ଲୋଥନ

ଭୁବନେଶ୍ବର, ୨୭ା୧୨ (ଓଡିଶା ଭାସ୍କର) : ବିଏମସି ଓ ସ୍ମାର୍ଟ ସିଟି ପକ୍ଷରୁ ଆୟୋଜିତ ହୋଇଯାଇଛି ଭୁବନେଶ୍ବରରେ ସାଇକ୍ଲୋଥନ । ଫିଟ ଇଣ୍ଡିଆ ମୁଭମେଣ୍ଟର ଏକ ଅଂଶବିଶେଷ ଭାବେ ଏହି ସାଇକ୍ଲୋଥନ ଆୟୋଜନ କରାଯଇଅଥିଲା ।…

୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ୧୧ ସହର

ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ଥଣ୍ଡାର ପ୍ରକୋପ ରାଜ୍ୟର ବିଭିନ୍ନ ସହରରେ ପୂର୍ବପରି ଜାରି ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି ।…

ବାଇକ ଚାଳକଙ୍କୁ ୨୨ ହଜାର ଫାଇନ

ସୁନ୍ଦରଗଡ଼, ୨୭ା୧୨ (ଓଡିଶା ଭାସ୍କର): ଟ୍ରାଫିକ ନିୟମ ଉଲ୍ଲଂଘନ କରି ଜଣେ ବାଇକ ଚାଳକ ୨୨ ହଜାର ଟଙ୍କା ଫାଇନ ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି । ରାଜଗାଙ୍ଗପୁରରେ ଚେକିଂ ସମୟରେ ବାଇକ ଆରୋହୀ…

କରୋନାରେ ୨୭୯ ମୃତ, ୧୮ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୭ା୧୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୭୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ହଜାର ୭୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୬୨୨କୁ…

ଆଜି ମାଲକାନଗିରି ଠାରେ ଜିଲ୍ଲା ବିଜେଡି ପକ୍ଷରୁ ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

ମାଲକାନଗିରି ତା:-26/12/2020 ଆଜି ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ କୋଭିଡ ନିୟମକୁ ପାଳନ କରି ପାଳୁଛି ଜିଲ୍ଲା ବିଜେଡି । ଆଜି ଦିନ ସାଢେ ଏଗାରଟା ବେଳେ ମାଲକାନଗିରି ସ୍ଥିତ ନଗର ଭବନ ଠାରେ ଦଳୀୟ…

ହାତରେଖାରୁ ଜାଣନ୍ତୁ ଆପଣଙ୍କ ପାର୍ଟନରଙ୍କର କେତୋଟି ରହିଛି ପ୍ରେମ ସଂପର୍କ

ଅନେକ କାଳରୁ ହସ୍ତରେଖାର ଉପରେ ଲୋକ ବିଶ୍ୱାସ କରିଆସୁଛନ୍ତି । ଜ୍ୟୋତିମାନେ ହାତ ଦେଖି କିଛି କହିଲେ, ତାକୁ ବହୁ ଲୋକ ଅନୁସରଣ କରନ୍ତି ଏବଂ ସତ ବୋଲି ମଧ୍ୟ ମାନିଥାନ୍ତି । ହାତ ଦେଖି ଅନେକ ଲୋକ ନିଜର ଭବିଷ୍ୟତ ଏବଂ…