Browsing Category
Top Stories
ଦେଶରେ ମେ ୩ଯାଏଁ ଲକ୍ ଡ଼ାଉନ
ନୂଆଦିଲ୍ଲୀ, ୧୪ା୪: କରୋନା ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ସେ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ଦେଶରେ ଥିବା ଲକ୍ ଡ଼ାଉନ ଅବଧିକୁ ବୃଦ୍ଧ କରିଛନ୍ତି । ମେ ୩ ଯାଏଁ ଦେଶ ଲକ୍…
କରୋନା ଭାଇରସ୍: ଦେଶରେ ୨୪ଘଣ୍ଟାରେ ୩୧ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ, ୧୪ା୪: ଦିନକୁ ଦିନ ବିଶ୍ୱରେ ହଇଚଇ ସୃଷ୍ଟି କରିବାରେ ଲାଗିଛି କରୋନା ଭାଇରସ୍ । ଏହାରିମଧ୍ୟରେ ଭାରତରେ ୨୪ଘଣ୍ଟାରେ ୧୨୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ…
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୧୪ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ରାଜ୍ୟର ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୧୩ ।୪(ଓଡିଶା ଭାସ୍କର): ଓଡିଶାରେ ପୁଣି ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ସମସ୍ତ ସୁସ୍ଥ ବ୍ୟକ୍ତି…
ଲକ୍-ଡାଉନ୍ ଭାଙ୍ଗିଲେ ରାଜା: ଲଗ୍ଜରୀ ହୋଟେଲରେ ୨୦ ଗର୍ଲଫେଣ୍ଡ ସହ ନେଉଛନ୍ତି ମଜା
ଫଟୋରେ ଦେଖାଯାଉଥିବା ବ୍ୟକ୍ତି ହେଉଛନ୍ତି ଥାଇଲ୍ୟାଣ୍ଡର ରାଜା, ଯାହାଙ୍କୁ ୬୭ ବର୍ଷ । ସେ ଅନେକ ଥର ବିବାହ କରିଛନ୍ତି । କିନ୍ତୁ ଦେଶରେ କରୋନା ଭାଇରସର ବିପଦ ବଢୁଥିବାର ଦେଖି ସେ ଦେଶଛାଡି ଚାଲିଯାଇଛନ୍ତି । ରାଜା ଜଣକ…
ମାଲକାନଗିରିରେ କୋଭିଡ୍ ମେଡିକାଲର ଶୁଭାରମ୍ଭ
ମାଲକାନଗିରି,୧୩ ।୪(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ରାଜ୍ୟର ସବୁ ଜିଲ୍ଲାରେ କୋଭିଡ୍ ମେଡାକାଲ ନିର୍ମାଣ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାରି ମଧ୍ୟରେ ମାଲକାନଗିରି ପୁରୁଣା ଜିଲ୍ଲା ହସ୍ପିଟାଲରେ…
ଆସିଲା ୫୫ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ
ଭୁବନେଶ୍ୱର, ୧୩ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଚିହ୍ନଟ ହୋଇଥିବା ୫୫ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଆସିଛି । ସେ ୭,୮,୨୨ ଓ ୩୯ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡ଼ିଛି । ୨୨ମାର୍ଚ୍ଚରୁ…
Tamilnadu govt extends lockdown
New Delhi,13/4: Tamil Nadu has been added to the list of states to extend the lockdown period before the Center to deal with Coronavirus. As the seventh state in the country, Tamil…
ଭୁବନେଶ୍ୱରରେ ଆଉ ଏକ କରୋନା ରୋଗୀ ଚିହ୍ନଟ
ଭୁବନେଶ୍ୱର, ୧୩ା୪(ଓଡ଼ିଶା ଭାସ୍କର):ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି । ସେହି କରୋନା ଆକ୍ରାନ୍ତଙ୍କ ବୟସ ୩୫ବର୍ଷ ବୋଲି ଜଣାପଡ଼ିଛି । ସେ…
ଶ୍ରୀକ୍ଷେତ୍ରରେ ହନୁମାନଙ୍କୁ ନେଇ ରହିଥିବା ପୌରାଣିକ କାହାଣି କହିଲେ ବାଗଚୀ
ଭୁବନେଶ୍ୱର, ୧୩ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଶ୍ରୀକ୍ଷେତ୍ରରେ ହନୁମାନ ଜୟନ୍ତୀ ପାଳିତ ହେଉଛି ।…