Browsing Category

Top Stories

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର,୭/୬(ଓଡ଼ିଶା ଭାସ୍କର): ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ଅପରାହ୍ନ ସାଢେ ଗୋଟାଏରେ ଲୋକସେବା ଭବନରେ ଏହି…

ବାଣୀବିହାରର ୩ଟି ବିଭାଗ ସିଲ୍ 

ଭୁବନେଶ୍ୱର ,୬/୬(ଓଡ଼ିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟର ୩ଟି ବିଭାଗ ସିଲ ହୋଇଛି। ଫିଲୋସଫି, ଇଂଲିଶ ଓ ଇକୋନମିକ୍ସ ବିଭାଗ ସିଲ୍‌ କରାଯାଇଛି। ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଏହିପରି…

ସୋମବାରଠାରୁ OSRTCର ଯାତ୍ରୀସେବା ଆରମ୍ଭ

ଭୁବନେଶ୍ୱର,୬ ।୬(ଓଡିଶା ଭାସ୍କର): ଅନଲକ-୧ ସମୟରେ ସୋମବାରଠାରୁ ଯାତ୍ରୀସେବା ଆରମ୍ଭ କରିବାକୁ ଯାଉଛି ଓଏସଆଟିସି । ଲୋକଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬ଟି ରୁଟରେ ବସ୍ ଚାଲିବ । ୯୬ଟି ବସ୍ ସହ ସାଧାରଣ ଲୋକଙ୍କ ପାଇଁ…

ଏଣିକି ଫୋନ୍ ନ ଉଠାଇଲେ ନିଆଯିବ ଶକ୍ତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୬ ।୬(ଓଡିଶା ଭାସ୍କର): କରୋନାକୁ ହଟାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । କିନ୍ତୁ ରାଜ୍ୟରେ କରୋନା ସଂଖ୍ୟା କମିବା ଅପେକ୍ଷା ବଢି ବଢି ଚାଲିଛି । ଜୁନ୧ରୁ ସାରା ଦେଶରେ…

ଭୁବନେଶ୍ୱରରୁ ୫ କରୋନା ପଜିଟିଭ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୬ ।୬(ଓଡିଶା ଭାସ୍କର): କରୋନା ମୁକ୍ତ ହୋଇଥିବା ରାଜଧାନୀ ଭୁବନେଶ୍ୱରରୁ ଲଗାତାର ପଜିଟିଭ୍ ଚିହ୍ନଟ ହେଉଛନ୍ତି । ସେହିପରି ଆଜି ଭୁବନେଶ୍ୱରରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

ଏକାସାଙ୍ଗରେ ୨୫ଟି ସ୍କୁଲରେ ପଢାଉଥିବା ମହିଳା ଶିକ୍ଷୟିତ୍ରୀ ଗିରଫ

ଉତ୍ତରପ୍ରଦେଶରେ ଜଣେ ମହିଳା ଶିକ୍ଷୟିତ୍ରୀ ଏକା ସାଙ୍ଗରେ ୨୫ଟି ସ୍କୁଲରେ ଚାକିରି କରିଥିବା ଘଟଣା ପ୍ରଶାସନର ନିଦ ଭାଙ୍ଗିଦେଇଛି । ଅନାମିକା ଶୁକ୍ଲା ନାମକ ଜଣେ ଶିକ୍ଷୟିତ୍ରୀ ଗୋଟିଏ ପଦରେ ୨୫ଟି ସ୍କୁଲରେ ରହି ୧୩ ମାସରେ…

ମାସ୍କ କିଣାବିକାକୁ ନେଇ କୌଣସି ଦୁର୍ନୀତି ହୋଇନାହିଁ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): ମାସ୍କ କିଣାବିକା ଦୁର୍ନୀତି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ ପ୍ରଥମେ…