Browsing Category

ଖବର

ଟୋକାକୁ ଆମକୁ ଦିଅ, ଥାନାକୁ ନିଅନି, ଫେରାର ପ୍ରେମୀଯୁଗଳଙ୍କୁ ନେଇ ଲଙ୍କା କାଣ୍ଡ… ହଟହଟା ପୋଲିସ

କଣ୍ଟାବାଞ୍ଜି: ଘରୁ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ଧରିଲା ପୋଲିସ। ହେଲେ ପ୍ରେମୀକକୁ ମାଡ଼ ମାରିବା ପାଇଁ ପୋଲିସ- ପରିବାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୁଅଝିଅଙ୍କୁ ଉଦ୍ଧାର ବେଳେ ଗାଁ…

ଲାଲ ଟ୍ରକ୍ ସହ ଧକ୍କା, ବାଇକ୍‌ରେ ପତ୍ନୀଙ୍କ ମୃତଦେହ… ଭାଇରାଲ୍ ଭିଡିଓର ରହସ୍ୟ ଖୋଲିଲା AI, 700 କିମି ଦୂରରୁ ଅଭିଯୁକ୍ତ ଗିରଫ

ମୁମ୍ବାଇ: ନାଗପୁର-ଜବଲପୁର ହାଇୱେରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାର ଶେଷରେ ଖୋଲିଲା ରହସ୍ୟ। ଏହି ମାମଲାରେ ଫେରାର ଟ୍ରକ୍ ଡ୍ରାଇଭରକୁ 700 କିଲୋମିଟର ଦୂର ଉତ୍ତର ପ୍ରଦେଶରୁ କରାଯାଇଛି ଗିରଫ । ଅଭିଯୁକ୍ତ…

ରାସ୍ତାରେ ସରକାରୀ ବସ୍ ରେ ଭୟଙ୍କର ଅଗ୍ନିକାଣ୍ଡ, ଆଖି ପିଛୁଳାକେ ପାଉଁଶ ହୋଇଗଲା ବସ୍, ଯାତ୍ରୀ…

ପଶ୍ଚିମବଙ୍ଗ: ରାସ୍ତା ଉପରେ ହୁତୁହୁତୁ ହୋଇ ଜଲୁଛି ବସ୍।  ତାହା ପୁଣି ଘରୋଇ ବସ୍ ନୁହେଁ ସରକାରୀ ବସ୍। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ସରକାରୀ ବସ୍‌ରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। କିଛି ସମୟ ମଧ୍ୟରେ…

କ’ଣ ଆପଣ ଜାଣିଛନ୍ତି… ସର୍ବପ୍ରଥମେ କିଏ ତିଆରି କରିଥିଲେ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଚିତ୍ର

ଓଡିଶାଭାସ୍କର: ଭଗବାନ କୃଷ୍ଣ ହିନ୍ଦୁ ଧର୍ମର ମୁଖ୍ୟ ଦେବତା ଯାହାଙ୍କ ମନୋରମ ପ୍ରତିଛବି ସମସ୍ତଙ୍କୁ ମୋହିତ କରେ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଶ୍ରୀକୃଷ୍ଣଙ୍କର ଏହି ଚିତ୍ର ପ୍ରଥମେ କିଏ ଚିତ୍ରଣ କରିଥିଲେ। ହଁ …

ମହଙ୍ଗା ପଡ଼ିଲା ଗୀତ ଗାଇବା ସୋଉକ୍, ଫେରଓ୍ୱେଲ୍ ପାର୍ଟିରେ ଗୀତ ଗାଇ ଚାକିରିରୁ ନିଲମ୍ୱିତ ହେଲେ ତହସିଲଦାର୍

ମହାରାଷ୍ଟ୍ର: ଗୀତ ଗାଇବାକୁ କାହାକୁ ବା ଭଲ ନଲାଗେ। କେହି ସିଙ୍ଗର ନହେଲେ ବି ସବୁବେଳେ ଗୀତ ଗୁଣୁଗୁଣାଉଥାନ୍ତି। ହେଲେ ଏଠି ଗୀତ ଗାଇବା ଜଣେ ତହସିଲଦାରଙ୍କୁ ମହଙ୍ଗା ପଡିଛି। ଅଫିସରେ ଗୀତ ଗାଇ ଚାକିରିରୁ ହାତ ଧୋଇବାକୁ…

“ଯାହା କରୁଚୁ କର, ମୁଁ ଲୋକାଲ ପିଲା, ଚାଲାଣ ଦେବିନି”…ରାଗିଗଲେ ଟୋଲ୍ କର୍ମଚାରୀ, ଯବାନଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ…ଦେଖନ୍ତୁ ଭିଢିଓ

ମିରଟ: ଉତ୍ତରପ୍ରଦେଶର ମିରଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଭୁନି ଟୋଲ ପ୍ଲାଜାରେ ଭାରତୀୟ ସେନାର ଜଣେ ଯବାନଙ୍କୁ ଖୁଣ୍ଟରେ ବାନ୍ଧି ଅତି ନିଷ୍ଠରୁ ଭାବରେ ମାଡ଼ ମରାଯାଇଛି । ଯାହାରା ଭିଡିଓ…

୧୮ ଅଗଷ୍ଟ, ୧୮ ନମ୍ୱର ଜର୍ସି, ୧୭ ବର୍ଷ ପୂର୍ବରୁ ଆଜିର ଦିନରେ ଆରମ୍ଭ ହୋଇଥିଲା କୋହଲିଙ୍କ କିଙ୍ଗ ବନିବାର ସଫର୍

ନୂଆଦିଲ୍ଲୀ: ୧୮ ଅଗଷ୍ଟ, ଏହି ତାରିଖକୁ ବିରାଟ କୋହଲି ଏବଂ ତାଙ୍କ ପ୍ରଶଂସକମାନେ କେବେ ଭୁଲିପାରିବେ ନାହିଁ। ପ୍ରକୃତରେ ୨୦୦୮ ମସିହାର ଏହି ଦିନରେ ବିରାଟ କୋହଲି ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଏବଂ ସେବେଠାରୁ…

ହାଇଟେକରେ ପାଳନ ହେଲା ବିଶ୍ୱ ଅଙ୍ଗଦାନ ଦିବସ ,ସଚେତନତାର ବାର୍ତ୍ତା ବାଣ୍ଟିଲେ ସହସ୍ରାଧିକ ବିଦ୍ୟାର୍ଥୀ

ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଇଣ୍ଟରନେସନାଲ୍‌ର ଡିଷ୍ଟ୍ରିକ୍ ଗଭର୍ଣ୍ଣର ମନୋଜ ତ୍ରିପାଠୀ ଯୋଗଦାନ…

ପୁଣି ଭୁଶୁଡ଼ିଲା ବିମାନବନ୍ଦର ପାଚେରୀ, ଲଗାଣ ବର୍ଷାରେ ଭାଙ୍ଗିଲା 20 ଫୁଟର କାନ୍ଥ

ମାଲକାନଗିରି: ପୁଣି ଭୁଶୁଡ଼ିଲା ବିମାନବନ୍ଦର ପାଚେରୀ । ପ୍ରବଳ ବର୍ଷାରେ ଭାଙ୍ଗିଲା ମାଲକାନଗିରି ଏଆରପୋର୍ଟ ପାଚେରୀ । ବର୍ଷା ପାଣି ଧୋଇନେଲା 20 ଫୁଟ ପାଚେରୀ । ନିମ୍ନମାନର କାମ ଯୋଗୁଁ ପାଚେରୀ ଭୁଶୁଡ଼ି ପଡ଼ିଥିବା…

୫ ବର୍ଷର ଝିଅକୁ କୋଳରେ ଧରି ୩ ମହଲା ଛାତରୁ ଡେଇଁ ପଡ଼ିଲା ମା’, ନାବାଳିକା ମୃତ, ମା’…

ରାଜସ୍ଥାନ: ନିଜ ଛୁଆକୁ କୋଳରେ ଧରି ତିନି ମହଲା ଛାତ ଉପରୁ ତଳକୁ ଡେଇଁ ପଡ଼ିଲେ ମହିଳା। ଫଳରେ ପିଲାଟିର ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ମୃତ୍ୟୁବରଣ କରିଥିବା ପିଲାଟିର ନାମ ପ୍ରିୟାଂଶୀ…