Browsing Category

ଖବର

ପ୍ରେମିକ ସହ ଭଉଣୀ ଫେରାର ହେବାରୁ ଶଳାର ବିଗିଡ଼ିଲା ମୁଣ୍ଡ, ତାଲିବାନ୍ ଭଳି ଭିଣୋଇକୁ ହତ୍ୟା କଲା ଭାଇ, ଶେଷରେ..

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଏକ ଛାତି ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇ ତାଙ୍କ ମୃତଦେହକୁ ଆରାବଲି ପାହାଡ଼ରେ ଫିଙ୍ଗି ଦିଆଯାଇଥିଲା। ଯୁବକ ଜଣକ କିଏ…

ଇକୋ ରିସର୍ଟରେ ଅଘଟଣ, ସୁଇମିଂ ପୁଲରେ ବୁଡ଼ି ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ

ଢେଙ୍କାନାଳ: ସୁଇମିଂ ପୁଲରୁ ପର୍ଯ୍ୟଟକଙ୍କ ମୃତ ଦେହ ଉଦ୍ଧାର । ସହର ଥାନା ଧୀରପାଟଣା ନିକଟ ଇକୋ ରିସର୍ଟ ସୁଇମ୍ଂ ପୁଲରେ ଅଘଟଣ । ଆଠଗଡ଼ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତକ ଜଣକ ଉତ୍ତରାଖଣ୍ଡର ବୋଲି ସୂଚନା…

ପରଲୋକରେ ପ୍ରସିଦ୍ଧ ଦହିବରା ମାଲିକ ରଘୁନାଥ ସାସମଲ, ଆଉ ମିଳିବନି ରଘୁ ଦହିବରା

କଟକ : କଟକର ପ୍ରସିଦ୍ଧ ଦହିବରା ମାଲିକଙ୍କ ପରଲୋକ। ୯୧ ବର୍ଷ ବୟସରଙ୍କ ରଘୁନାଥଙ୍କ ମୃତ୍ୟୁ ହୋଇଛି। ରଘୁ ଦହିବାର ନାଁରେ ବେଶ ପରିଚିତ ଥିଲେ ରଘୁନାଥ ସାସମଲ। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ରଘୁନାଥ…

BREAKING: ଶ୍ରୀମନ୍ଦିର ଉପରକୁ ଚଢ଼ୁଥିଲେ ବ୍ୟକ୍ତି, ଧରିଲା ପୋଲିସ

ପୁରୀ: ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ କରୁଥିଲେ ଉଦ୍ୟମ। ବ୍ୟକ୍ତିଙ୍କୁ ଧରିଲା ଜେଟିପି। ବେହରଣ ଦ୍ୱାର ଦେଇ ୭ ଫୁଟ୍ ଉପରକୁ ଚଢ଼ି ଯାଇଥିଲେ। ବ୍ୟକ୍ତି ଜଣଙ୍କ ବିହାର ଅଞ୍ଚଳର ହୋଇଥିବା ସୂଚନା ରହିଛି। ବ୍ୟକ୍ତିଙ୍କୁ…

PM Viksit Bharat Yojana: ସ୍ବାଧୀନତା ଦିବସରେ ମୋଦିଙ୍କ ବଡ଼ ଘୋଷଣା; ଯୁବକଙ୍କୁ ମିଳିବ ୧୫୦୦୦ ଟଙ୍କା, ଜାଣନ୍ତୁ କେମିତି ପାଇବେ…

ନୂଆଦିଲ୍ଲୀ: ସ୍ବାଧୀନତା ଦିବସରେ ମୋଦିଙ୍କ ବଡ଼ ଘୋଷଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଯାହା ଦ୍ବାରା କୋଟି କୋଟି ଭାରତୀୟ ଯୁବକ ଉପକୃତ ହେବେ । ତେବେ…

BREAKING: “ସାବତ ମା’ ମତେ ମାରିଥିଲେ”, ମୃତ୍ୟୁ ପୂର୍ବରୁ ଯୁବକଙ୍କ ଶେଷ ବୟାନ

ବାଲିପାଟଣା: ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ଆଖି ବୁଜିିଲେ ଯୁବକ। କାଲି ପେଟ୍ରୋଲ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଯୁବକ। ଘଟଣା ସ୍ଥଳରେ ହିଁ ସମ୍ପୁର୍ଣ୍ଣ…

ଆଲେସ୍କାରେ ଦୁଇ ମହାଶକ୍ତିଙ୍କ ବୈଠକ ଶେଷ, ଆଲୋଚନା ସତ୍ତ୍ବେ ଯୁଦ୍ଧବିରତି ପାଇଁ ବାହାରିଲାନି ନିଷ୍କର୍ସ

ନୂଆଦିଲ୍ଲୀ: ଆଲେସ୍କାରେ ଦୁଇ ମହାଶକ୍ତିଙ୍କ ବୈଠକ ଶେଷ । ଗୋଟିଏ ମଞ୍ଚରେ ଦୁଇ ମହାଶକ୍ତି ଯଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚାଲିଥିଲା ବୈଠକ । ଆଲାସ୍କାରେ ତିନି…

“ମୁଁ ରାଜା ରଘୁବଂଶୀର ସାଙ୍ଗ” ପୋଲିସ ପୋଷାକରେ ରାଜାଙ୍କ ଘରେ ପହଞ୍ଚିଲେ ଅଜଣା ବ୍ୟକ୍ତି, ଆଉ ତାପରେ…

ଇନ୍ଦୋର: ପୁଣି ଚର୍ଚ୍ଚାରେ ଇନ୍ଦୋରର ରାଜା ରଘୁବଂଶୀ। ହେଲେ ତାଙ୍କ ହତ୍ୟା ପାଇଁ ନୁହେଁ ବରଂ ତାଙ୍କ ଘରେ ଜଣେ ଅଜଣା ଯୁବକଙ୍କୁ ନେଇ।  ହଁ ଆଜ୍ଞା ଇନ୍ଦୋରର ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲାର ତଦନ୍ତ ଏବେ ବି…

ପରେଡରେ ଯୋଗଦେଇ ଭାରତୀୟ ସେନାଙ୍କ ସହ ତ୍ରିରଙ୍ଗା ପତାକାକୁ ସଲାମ କଲା ଗୁଣ୍ଡୁଚି ମୂଷା

ନୂଆଦିଲ୍ଲୀ: ଆଜି ୭୯ ତମ ସ୍ୱାଧୀନତା ଦିବସକୁ ଭାରତ ପୂର୍ଣ୍ଣ ଉତ୍ସାହର ସହିତ ପାଳନ କରୁଛି।  ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ  ପରେଡରେ ଭାରତୀୟ ସେନା ଏହାର ଶୃଙ୍ଖଳା, ସାହସ ଏବଂ ଦେଶପ୍ରେମକୁ ଏକ ମହାନ…

ବିଚ୍ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲେ ଯୁବକ, ନିଜ ଦେହରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ

ନିଆଳି: ପୁଣି ଜଳିଲେ ଆଉ ଜଣେ ଯୁବକ। ରାସ୍ତା ଉପରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ଯୁବକ। ବିଚ୍ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲେ ବ୍ୟକ୍ତି। ଦେହରେ  ନିଆଁ ଲଗାଇ ରାସ୍ତା ଉପରେ ଦିନ ଦ୍ୱିପ୍ରହରରେ…