fbpx

କରୋନାର ନୂଆ ଷ୍ଟ୍ରେନକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା

Advertisement

ନୂଆଦିଲ୍ଲୀ,୨୯ ।୧୨: ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଭାରତରେ ବ୍ରିଟେନ ଷ୍ଟ୍ରେନ୍ ଚିହ୍ନଟ ପରେ ଭୟ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନାର ନୂଆ ଷ୍ଟ୍ରେନ୍ ବିଷୟରେ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ବିଜ୍ଞାନ ପରାମର୍ଶଦାତା ଅଧ୍ୟକ୍ଷ କହିଛନ୍ତି ଯେ, ‘ବର୍ତ୍ତମାନ ପ୍ରସ୍ତୁତ ଚାଲିଥିବା କରୋନା ଟିକା ନୂଆ ଷ୍ଟ୍ରେନରେ କାମ ଦେବ । ନୂଆ ଷ୍ଟ୍ରେନକୁ ଦୂର କରିବା ନେଇ କୌଣସି ଅକ୍ଷମତା ଦେଖାଦେଇନାହିଁ ।’ ତେବେ ବ୍ରିଟେନ୍ ଷ୍ଟ୍ରେନ୍ ଅଧିକ ସଂକ୍ରମଣକ୍ଷମ ବୋଲି ଅଧ୍ୟକ୍ଷ କହିଛନ୍ତି ।

Get real time updates directly on you device, subscribe now.