• Likes
  • Followers
  • Subscribers
  • Followers
  • Android App
  • Thursday, August 28, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ରାଜ୍ୟ ଅର୍ଥ ବିଭାଗ ଲାଗୁ କରିବ ନୂଆ ଆର୍ଥିକ ସଂସ୍କାର: ଏଣିକି ରାଜକୋଷରୁ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଅର୍ଥ

ରାଜ୍ୟ ଅର୍ଥ ବିଭାଗ ଲାଗୁ କରିବ ନୂଆ ଆର୍ଥିକ ସଂସ୍କାର: ଏଣିକି ରାଜକୋଷରୁ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଅର୍ଥ

By Manas Pradhan On Apr 30, 2024 at 9:55 AM
Finance Department
Share

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଏକ ନୂଆ ଆର୍ଥିକ ସଂସ୍କାର ଲାଗୁ କରିବାକୁ ଯାଉଛି । ଏହାଫଳରେ ଏଣିକି ରାଜକୋଷରୁ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ଯିବ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସଏସ) ଅର୍ଥ ଯେପରି ବାଟମାରଣା ହେବ ନାହିଁ, ଅର୍ଥ ଠିକ ବାଟରେ ଖର୍ଚ୍ଚ ହେବ ସେଥିପାଇର୍ ବିଭାଗ ପକ୍ଷରୁ ‘ଜଷ୍ଟ ଇନ୍ ଟାଇମ୍’ ନୀତି ଗ୍ରହଣ କରାଯାଇଛି । ମାତ୍ର ସେଥିରେ ବ୍ୟାଙ୍କ ମାଧ୍ୟମ ସାଜୁଥିବାରୁ ସରକାରୀ ଅର୍ଥର ସଠିକ୍ ପରିଚାଳନା ହୋଇପାରୁନି । ତେଣୁ ଆଗାମୀ ଦିନରେ ଏହି ବ୍ୟାଙ୍କ ବ୍ୟବସ୍ଥା ଯୋଜନାର ସଫଳ ରୂପାୟନରେ ଯେଭଳି ବାଧା ସୃଷ୍ଟି ନ କରିବ ଓ ଲୋକଙ୍କ ଖାତାକୁ ସିଧାସଳଖ ସରକାରୀ ଅର୍ଥ ଯିବ ସେଥିପାଇଁ ଏକ ନୂଆ ନିଷ୍ପତ୍ତି ନିଆଯାଇଛି ।

ଅର୍ଥ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ କାର୍ଯ୍ୟକାରୀ କରାଯିବ । ଫଲରେ ସରକାରଙ୍କ ବଜେଟରେ ଅଟକଳ ହୋଇଥିବା ଅର୍ଥ ରାଜକୋଷକୁ ଯିବ ଓ ସେଠାରୁ ସିଧାସଳଖ ଲୋକଙ୍କ ଖାତାକୁ ଯିବ । ଏହି ପୋର୍ଟାଲ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗୀୟ ପ୍ରମୁଖ ଶାସ ସଚିବ କହିଛନ୍ତି । ୨୦୨୩ ମସିହା ଜୁନ୍ ମାସରେ କେନ୍ଦ୍ର ସରକାରଙ୍କ ତରଫରୁ ‘ଜଷ୍ଟ ଇନ୍ ଟାଇମ୍’ ନୀତି ଆପଣା ଯାଇଥିବା ବେଳେ ତାହା ମାଧ୍ୟମରେ ସମସ୍ତ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିବାକୁ ବ୍ୟବସ୍ଥା ହୋଇଛି । ଫଳରେ ଆର୍ôଥକ ପରିଚାଳନାରେ ସ୍ୱଚ୍ଛତା ରହିବା ସହ ଅବାଟରେ ଟଙ୍କା ଖର୍ଚ୍ଚ ହେବ ନାହିଁ । ରାଜକୋଷ ନିର୍ଦ୍ଦେଶକ ପ୍ରତ୍ୟେକ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ସହିତ ରାଜ୍ୟ ଯୋଜନା (ଏସଏଲଏସ) ଉଠାଣ ଖାତା ଖୋଲିବେ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଉକ୍ତ ନୀତିକୁ ରାଜ୍ୟ ଅର୍ଥ ବିଭାଗ ଆପଣାଇଛି ।

Share

Prev Post

ବାର୍ଡ ଫ୍ଲୁ ମାମଲା ଉପରେ ନଜର ରଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ: ‘ସ୍ଥିତି ନିୟନ୍ତ୍ରଣରେ ରହିଛି’, ସ୍ୱାସ୍ଥ୍ୟକର୍ମୀଙ୍କ ଭ୍ୟାକ୍ସିନେସନ ପାଇଁ ରାଜ୍ୟମାନଙ୍କୁ କୁହାଯାଇଛି

Next Post

ଛତିଶଗଡରେ ବଡ଼ ଏନକାଉଣ୍ଟର: ଅନେକ ସ୍ଥାନରେ ମାଓବାଦୀଙ୍କୁ ଘେରିଲେ ଯବାନ, ବର୍ତ୍ତମାନ ସୁଦ୍ଧା ୪ ନିହତ

You might also like More from author
ଖବର

ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

Featured

ସରି ଯାଉଛି ସମୟ… 3 ଦିନ ମଧ୍ୟରେ ବନ୍ଦ ହୋଇଯିବ BSNLର 30 ଦିନିଆ ଭ୍ୟାଲିଡିଟି ପ୍ଲାନ, ଡେରି…

Breaking News

ୟୁକ୍ରେନ ଉପରେ ରୁଷର ବଡ଼ ଆକ୍ରମଣ, କ୍ଷେପଣାସ୍ତ୍ର ମାଡ଼ରେ 15ଜଣଙ୍କ ମୃତ୍ୟୁ

Breaking News

ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ କୁକୁର ଗଣନା, ଗଣିବେ BMC କର୍ମଚାରୀ

Top Stories

ଛୋଟ କଥାକୁ ନେଇ ରାଗିଗଲା ସ୍ତ୍ରୀ…ସ୍ବାମୀ ଉପରେ ଚା’ ଫୋପାଡିଦେଲା, ମୁହଁ ପୋଡ଼ିଗଲା

Top Stories

କୋହଲି ବାଙ୍ଗରା….ପଡକାଷ୍ଟରେ ବିରାଟକୁ ନେଇ କାହିଁକି ଏଭଳି କହିଲେ ଦ୍ରାବିଡ

Prev Next
Advertisement
ADVERTISEMENT
Odisha Bhaskar

Recent Posts

Out Out Out : ୬ ବଲରେ ୬ ୱିକେଟ୍ ନେଇ ଜଲୱା…

ଭାରତରେ ଭୟଙ୍କର ଭୂକମ୍ପ ଝଟକା, ଦୋହଲିଲା ବିଶାଳ…

Duleep Trophyରେ କମାଲ କଲେ ଦାନିଶ, କ୍ୱାଟର…

ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା…

ସରି ଯାଉଛି ସମୟ… 3 ଦିନ ମଧ୍ୟରେ ବନ୍ଦ…

୩ ମାସ ପରେ X କୁ Comeback କଲା RCB:…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା…

ସରି ଯାଉଛି ସମୟ… 3 ଦିନ ମଧ୍ୟରେ ବନ୍ଦ…

ୟୁକ୍ରେନ ଉପରେ ରୁଷର ବଡ଼ ଆକ୍ରମଣ,…

ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ…

Prev Next 1 of 28,084
© 2025 - TK Digital All Rights Reserved.