fbpx

ହାଥରସ ଦଳାଚକଟା: SITର ରିପୋର୍ଟ ଦାଖଲ

ଓଡିଶା ଭାସ୍କର : ଉତ୍ତରପ୍ରଦେଶର ହାଥରସ ଦଳାଚକଟାକୁ ନେଇ SIT ରିପୋର୍ଟ ଦାଖଲ କରିଛି । ୩୦୦ ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ଦାଖଲ କରିଛି ଏସଆଇଟି । ସତସଙ୍ଗ ଆୟୋଜନ କରିଥିବା କମିଟିକୁ ଏଥିରେ ଦାୟୀ କରାଯାଇଛି । ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ନ ହୋଇ ଏହାର ଆୟୋଜନ କେମିତି ହୋଇଥିଲା ତାହା ମଧ୍ୟ ର ରିପୋର୍ଟରେ ରହିଛି । ଅନୁମତିଠୁ ଅଧିକ ଲୋକେ ସେଠାରେ ଉପସ୍ଥିତ ଥିବା ଦର୍ଶାଇଛି ଏସଆଇଟି । ପ୍ରକାଶଥାଉ ଯେ, ହାଥରସ ଦଳାଚକଟାରେ ପ୍ରାୟ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହା ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା ।

Get real time updates directly on you device, subscribe now.