fbpx

ଟଳିଲା ଯୁଦ୍ଧ ଆଶଙ୍କା, ପଛକୁ ହଟିଲେ ଭାରତ-ଚୀନ ସେନା

ନୂଆଦିଲ୍ଲୀ, ୯ା୬:କିଛି ଦିନ ହେବ ଭାରତ ଚୀନା ସୀମାରେ ଅଶାନ୍ତ ଦେଖାଦେଇଥିଲା । କିନ୍ତୁ ଏହାରି ମଧ୍ୟରେ ଆଜି ପୂର୍ବ ଲଦାଖ ନିକଟ ସୀମାରେ ପଛକୁ ହଟିଛନ୍ତି ଚୀନ ଓ ଭାରତୀୟ ସେନା । ଗଲୱାନ ଅଞ୍ଚଳରେ ଅଢ଼େଇ କିଲୋମିଟର ପଛକୁ ଫେରିଲା ଚୀନ ସେନା । ହଟ୍ ସ୍ପିଙ୍ଗ ଓ ପାଟ୍ରୋଲିଂ ପଏଣ୍ଟ-୧୫ରେ ବି ପଛକୁ ହଟିଛି ଚୀନ ସେନା । କେତେକ ଅଞ୍ଚଳରେ ଭାରତୀୟ ସେନା ବି ପଛକୁ ଆସିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.