CHARIDHAM

ଆଜିଠୁ ୬ ଦିନ ଯାଏ ଚାଲିବ JEE ମେନ୍‌ ପରୀକ୍ଷା

ଭୁବନେଶ୍ୱର, ୧/୯(ଓଡିଶା ଭାସ୍କର): ଆଜିଠୁ ୬ ଦିନ ଯାଏ  JEE ମେନ୍‌ ପରୀକ୍ଷା ଚାଲିବ। ରାଜ୍ୟରେ ୭ଟି ସହରର ୨୬ଟି କେନ୍ଦ୍ରରେ ପରୀକ୍ଷା ହେଉଛି। ଚଲିତ ଥର ରାଜ୍ୟର ୩୮ ହଜାର ୨୩୪ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ, ବାଲେଶ୍ବରରେ ପରୀକ୍ଷା କେନ୍ଦ୍ର କରାଯାଇଛି।