fbpx

କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ସମ୍ବଲପୁର ୨୯ ।୪ (ଓଡ଼ିଶା ଭାସ୍କର) :  କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ଦିଲ୍ଲୀରେ କାମ କରୁଥିବା ଓଡିଆ ସାମ୍ବାଦିକ ମାନଓ ରଞ୍ଜନ ଜୟପୁରିଆଙ୍କ ଆଜି ଦେହାନ୍ତ ହୋଇଛି । କରୋନା ପଜିଟିଭ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧାନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ସହଯୋଗନଗରରେ ମାନସଙ୍କ ଘର । ସେ କିଛି ଦିନ ପୂର୍ବେ ଦିଲ୍ଲୀରୁ ସମ୍ବଲପୁର ଫେରିଥିଲେ ।

Get real time updates directly on you device, subscribe now.