fbpx

ନୟାଗଡରେ ଆଉ ୨୩ ପଜିଟିଭ୍ ଚିହ୍ନଟ

ନୟାଗଡ,୪ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ଦିନୁକ ଦିନ ବଢି ଚାଲିଛି । ଏହାରି ମଧ୍ୟରେ ନୟାଗଡ ଜିଲ୍ଲାରେ ଆଜି ଆଉ ୨୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଓଡଗା ବ୍ଲକରୁ ୨୦ ଜଣ, ରଣପୁର କନ୍ଧନୟାଗଡରୁ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ମଧ୍ୟଖଣ୍ଡ ଡାକ୍ତରଖାନାର ଜଣେ ସ୍ୱାସ୍ଥ୍ୟକର୍ମୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜଣାପଡିଛି ।

Get real time updates directly on you device, subscribe now.