fbpx

ବିଶ୍ବବିଦ୍ୟାଳୟ, କଲେଜକୁ ମିଶାଇ ୧୧ଟି ବର୍ଗରେ ପ୍ରକାଶ ପାଇଲା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ରାଙ୍କିଂ-୨୦୨୨

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ଶିକ୍ଷା ସଂସ୍ଥାନମାନଙ୍କର ର଼୍ୟାଙ୍କିଙ୍ଗ ଫ୍ରମୱାର୍କ କିମ୍ବା NIRF Ranking ଜାରି କରିଛନ୍ତି। ଏଥିରେ ଦେଶର ଅନେକ ବର୍ଗରେ ଶୀର୍ଷ ଶିକ୍ଷାନୁଷ୍ଠାନଗୁଡ଼ିକର ମାନ୍ୟତା ପ୍ରକାଶ ପାଇଛି। ଗତ ବର୍ଷ, ଏନଆଇଆରଏଫ୍ ର ୧୧ ଟି ବର୍ଗର ମାନ୍ୟତା ଥିଲା। ଏଥିମଧ୍ୟରେ ସାମଗ୍ରିକ, ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, କଲେଜ, ଡାକ୍ତରୀ, ଆଇନ, ସ୍ଥାପତ୍ୟ, ଦନ୍ତ ଏବଂ ରିସର୍ଚ୍ଚ ଅନ୍ତର୍ଭୁକ୍ତ। ତେବେ ଆସନ୍ତୁ ଜାଣିବା ଅପଡେଟ୍ ମାନ୍ୟତା ପ୍ରକାଶ ହେବା ପରେ ଆପଣଙ୍କ ପିଲାମାନଙ୍କ ଅଧ୍ୟୟନ ପାଇଁ କେଉଁ ଶିକ୍ଷାନୁଷ୍ଠାନଟି ସଠିକ୍।

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଷ୍ଟ୍ରୀୟ ଶିକ୍ଷା ସଂସ୍ଥାନମାନଙ୍କର ମାନ୍ୟତାରେ ଆଇଆଇଟି ମାଡ୍ରାସ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବାଙ୍ଗାଲୋର ଏବଂ ଆଇଆଇଟି, ବମ୍ବେ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସମଗ୍ରିକ ବର୍ଗରେ ୧୦ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନର ତାଲିକା।

1- ଆଇଆଇଟି ମାଡ୍ରାସ।
2– IISc ବାଙ୍ଗାଲୋର।
3- ଆଇଆଇଟି ବାଙ୍ଗାଲୋର।
4- ଆଇଆଇଟି ଦିଲ୍ଲୀ।
5- ଆଇଆଇଟି କାନପୁର।
6- ଆଇଆଇଟି ରାଉରକେଲା।
7- ଆଇଆଇଟି ଗୁଆହାଟି।
8- AIIMS ନୂଆଦିଲ୍ଲୀ।
9- JNU।

ଶ୍ରେଷ୍ଠ 10 ବିଶ୍ୱବିଦ୍ୟାଳୟ।

IISc ବାଙ୍ଗାଲୋର।
JNU
ଜାମିଆ ମିଲିଆ ଇସଲାମିଆ।
ଯାଦବପୁର ବିଶ୍ୱବିଦ୍ୟାଳୟ।
ଅମୃତା ବିଶ୍ୱ ବିଦ୍ୟାଧରମ୍।
BHU
ମଣିପାଲ ଉଚ୍ଚଶିକ୍ଷା ଏକାଡେମୀ।
କଲିକତା ବିଶ୍ୱବିଦ୍ୟାଳୟ।
VIT
ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ।

ଦେଶର ଶ୍ରେଷ୍ଠ ୧୦ଟି ଇଞ୍ଜିନିୟରିଂ ପ୍ରତିଷ୍ଠାନର ତାଲିକା।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବାଙ୍ଗାଲୋର।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେ।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କାନପୁର।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଖରାଗପୁର।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରୁର୍କି।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଗୁଆହାଟି।
ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ, ନୂଆଦିଲ୍ଲୀ।
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ।

MBA ପାଇଁ ଶ୍ରେଷ୍ଠ 5 ଅନୁଷ୍ଠାନ।
ଆଇଆଇଏମ୍ ଅହମ୍ମଦାବାଦ
ଆଇଆଇଏମ୍ ବାଙ୍ଗାଲୋର।
IIM କଲିକତା।
ଆଇଆଇଟି ଦିଲ୍ଲୀ।
ଆଇଆଇଏମ୍ କୋଜିକୋଡେ।
IIM ଲକ୍ଷ୍ନୌ
IIM ଇନ୍ଦୋର।
ଜାଭିଅର୍, ଜାମସେଦପୁର।
NIIE ମୁମ୍ବାଇ।
ଆଇଆଇଟି ମାଡ୍ରାସ।

ଟପ ମେଡିକାଲ୍ କଲେଜ୍।
AIIMS ଦିଲ୍ଲୀ।
PGMIER, ଚଣ୍ଡିଗଡ଼।
ଖ୍ରୀଷ୍ଟିଆନ ମେଡିଆଲ୍ କଲେଜ, ଭେଲୋର।

ସର୍ବୋତ୍ତମ ଆଇନ କଲେଜ।

NLSUI ବାଙ୍ଗାଲୋର।
NLU ଦିଲ୍ଲୀ।
ସିମ୍ବିବିଓସିସ୍ ଲ କଲେଜ, ପୁଣେ।

Get real time updates directly on you device, subscribe now.