fbpx

ଓଡିଶା ବୃତ୍ତିଗତ ଶିକ୍ଷା ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର,୧୨ ।୩(ଓଡିଶା ଭାସ୍କର): ଓଡିଶା ବୃତ୍ତିଗତ ଶିକ୍ଷା ଓ ନାମଲେଖା ଫି’ ଧାର୍ଯ୍ୟ ସଂଶୋଧନ ବିଲ୍ ପାରିତ ହୋଇଛି । ବିଧାନସଭାରେ ଆଜି ଓଡିଶା ବୃତ୍ତିଗତ ଶିକ୍ଷାନୁଷ୍ଠାନ ସଂଶୋଧନ ବିଲ୍ ପାରିତ ହୋଇଛି । ବିପିୟୁଟି ଫି’ ଷ୍ଟ୍ରକଚର କମିଟିରେହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅଧ୍ୟକ୍ଷ ରହିବେ । କୁଳପତିଙ୍କ ବଦଳରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରହିବେ କମିଟିର ଅଧ୍ୟକ୍ଷ । ଦକ୍ଷତା ବିକାଶ ବିଭାଗ ଶାସନ ସଚିବ ବା ତାଙ୍କ ପ୍ରତିନିଧି ଏହି କମିଟିରେ ରହିବେ ।

Get real time updates directly on you device, subscribe now.