fbpx

ଆଜିଠାରୁ ଓଜେଇଇ ଓ୍ବେବ୍‌ କାଉନସେଲିଂ ଆରମ୍ଭ

ଭୁବନେଶ୍ୱର: ସୋମବାରଠାରୁ ଆରମ୍ଭ ହେବ ଓଜେଇଇ ଓ୍ବେବ୍‌ କାଉନସେଲିଂ। ଆଜି ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ଆର୍ଚ ଏବଂ ଏମ୍‌. ପ୍ଲାନ୍‌ ପାଇଁ କାଉନସେଲିଂ ହେବ।

ସେହିପରି ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାରଠାରୁ ବି.ଟେକ୍‌, ବି.ଆର୍ଚ, ବି. ପ୍ଲାନ୍‌, ବି.କ୍ୟାଟ୍‌, ଏମ୍‌.ଏସ୍‌ସି ଆଦି ପାଇଁ ଓ୍ବେବ୍‌ କାଉନସେଲିଂ ଆରମ୍ଭ ହେବ। ଛାତ୍ରୀଛାତ୍ର www.ojee.nic.in କିମ୍ବା odishajee.comକୁ ଯାଇ ସମ୍ପୂର୍ଣ୍ଣ ବିବରଣୀ ପାଇ ପାରିବେ ବୋଲି ସୂଚନା ରହିଛି।

Get real time updates directly on you device, subscribe now.