fbpx

ରାଜଧାନୀରେ ୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ

Advertisement

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ପିଆଜର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପିଆଜର ଅହେତୁକ ଦର ବୃଦ୍ଧିକୁ ବିରୋଧ କରିଛି କଂଗ୍ରେସ । ଏନେଇ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଶସ୍ତାରେ ପିଆଜ ବିକ୍ରି ହୋଇଛି । କିଲୋ ପିଛା ୪୦ ଟଙ୍କାରେ ପିଆଜ ଦେଉଛି କଂଗ୍ରେସ । ପିଆଜ କିଣିବାକୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ସ୍ଥିତ କଂଗ୍ରେସ ବାସଭବନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.