Breaking News ସ୍ୱାମୀ ସାଜିଲା ସଇତାନ: ଭାଇରାଲ୍ କଲା ପତ୍ନୀଙ୍କ ଅଶ୍ଲୀଳ ଫଟୋ Odisha Bhaskar Bureau Jan 23, 2021 ଆଗ୍ରା, ୨୩ା୧: ଜଣେ ସ୍ୱାମୀର କଳଙ୍କିତ କାରନାମା ଖବର ସାମନାକୁ ଆସିଛି । ସ୍ୱାମୀ ଜଣଙ୍କ ନିଜ ସ୍ତ୍ରୀଙ୍କର ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି । ତେବେ ଏହି ଖବର ପତ୍ନୀ ଜାଣିବା ପରେ ଅଭିଯୋଗ କରିବା ପରେ ପୋଲିସ…
Breaking News ନେତାଜୀ ପରାକ୍ରମର ପ୍ରତିମୂର୍ତ୍ତି: ମୋଦୀ Odisha Bhaskar Bureau Jan 23, 2021 କୋଲକାତା,୨୩ ।୧: କୋଲକାତାରେ ନେତାଜୀଙ୍କ ୧୨୫ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ‘ଆଜି ନେତାଜୀଙ୍କୁ ନୁହେଁ, ଦେଶର ପରାକ୍ରମ…
Breaking News ପୋଷା କୁକୁରକୁ ନେଇ ବିବାଦ: ରାଗରେ ପଡ଼ୋଶୀଙ୍କୁ ଗୁଳି ଚଳାଇଲେ ଯୁବକ Odisha Bhaskar Bureau Jan 23, 2021 ମୁଜାଫରପୁର, ୨୩ା୧: ପୋଷା କୁକୁରକୁ ନେଇ ସୃଷ୍ଟି ହୋଇଥିବା ସାଧାରଣ ବିବାଦକୁ ନେଇ ଗୁଳିମାଡ଼ ହୋଇଛି । ତେବେ ଏହି ଘଟଣାରେ ଜଣେ ୧୯ ବର୍ଷୀୟ ଯୁବକ ଆହତ ହୋଇଥିବା ଜଣାପଡ଼ିଛି । ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି…
Breaking News ଭାଷଣ ଦେବାକୁ ମନା କଲେ ମମତା Odisha Bhaskar Bureau Jan 23, 2021 କୋଲକାତା,୨୩ ।୧: ପରାକ୍ରମ ଦିବସ ସମାରୋହରେ ଉଦବୋଧନ ଦେବାକୁ ମନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭିକ୍ଟୋରିଆ ମେମୋରିଆଲ ଭାଷଣ ଦେବାକୁ ମନା କରିଛନ୍ତି ମମତା । ଉପସ୍ଥିତ କିଛି ଲୋକ ନାରାବାଜି…
Breaking News ସେଲଫି ମାୟାରେ ବାୟା ଜମାରୁ ହୁଅନ୍ତୁ ନାହିଁ, ଏହା ଆପଣଙ୍କର ଜୀବନହାନୀର କାରଣ ସାଜିପାରେ, ଜାଣନ୍ତୁ କିପରି Odisha Bhaskar Bureau Jan 23, 2021 ସେଲଫି ଆଜିକାଲିର ଯୁବପୀଢ଼ିଙ୍କ ପାଇଁ ଏକ ଫେସନରେ ପରିଣତ ହୋଇଗଲାଣି । ସେଲଫି ନେବାର ମୌକା କେହି ଛାଡ଼ିବାକୁ ନାରାଜ । ପିକନିକ, ବିବାହ ପାର୍ଟି, ଉତ୍ସବମାନଙ୍କରେ ସତେଯେମିତି ସେଲଫି ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ…
Breaking News ବନ୍ଧୁକ ମୁନରେ ଲୁଟ୍ Odisha Bhaskar Bureau Jan 23, 2021 ବଲାଙ୍ଗିର,୨୩ ।୧(ଓଡିଶା ଭାସ୍କର): ବଲାଙ୍ଗିର ଜିଲ୍ଲା ଖପ୍ରାପୋଲ ଥାନା ଶାନ୍ତିପୁର ଗାଁରେ ହୋଇଛି ସଶସ୍ତ୍ର ଡକାୟତି । ୭ ଲକ୍ଷ ଟଙ୍କା ସହ ୧୭ ଭରି ସୁନା ଗହଣା ଲୁଟିନେଇଛନ୍ତି ୨୦ରୁ ୨୫ ଜଣ ଦୁର୍ବୃତ୍ତ । ଡକାୟତି ବେଳେ…
Breaking News ଯୁବକର ବିକୃତ କାରନାମା: ଅନ୍ୟର ଶୋଇବା ଘରର ଭିଡିଓ ଦେଖିବାକୁ ହ୍ୟାକ୍ କଲା ଦୁଇ ଶହ ଘରର ସିସିଟିଭି Odisha Bhaskar Bureau Jan 23, 2021 ଅନ୍ୟର ବ୍ୟକ୍ତିଗତ ଭିଡିଓ ଦେଖିବାକୁ ଯାଇ ଜଣେ ଯୁବକ ୨ ଶହ ଘରର ସିସିଟିଭିକୁ ହ୍ୟାକ୍ କରିଥିବା ଜଣାପଡ଼ିଛି । ପରିଣତି ସ୍ୱରୂପ ସମ୍ପୃକ୍ତ ଯୁବକ ଜଣକୁ ଶେଷରେ ନିଜର ଚାକିରି ହରାଇବାକୁ ପଡ଼ିଛି । ତେବେ ଅନ୍ୟର ବ୍ୟକ୍ତିଗତ…
Breaking News କରୋନାରେ ଜଣେ ମୃତ, ୧୩୦ ଆକ୍ରାନ୍ତ ଚିହ୍ନଟ Odisha Bhaskar Bureau Jan 23, 2021 ଭୁବନେଶ୍ୱର, ୨୩ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୩୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୬ ଓ ସ୍ଥାନୀୟ ଅଞ୍ଚଳରୁ…
Featured Lalu Yadav’s Health Condition Worsens, Likely to be shifted to AIIMS Odisha Bhaskar Bureau Jan 23, 2021 Ranchi, 23/1: Former Bihar Chief Minister Lalu Prasad Yadav and Rashtriya Janata Dal chief Lalu Prasad Yadav's is most likely to be shifted to All India Institute of Medical…
Breaking News ଟାଇଟ୍ ସିକ୍ୟୁରିଟିରେ ହେବ ବରୁଣ-ନତାଶାଙ୍କ ବିବାହ, ନଜର ରଖିବ ସିସିଟିଭି Odisha Bhaskar Bureau Jan 23, 2021 ବଲିଉଡରେ ଚାଲିଛି ବିବାହ ଋତୁ । ବର୍ଷର ଆରମ୍ଭ ଏକ ବଡ ବିବାହ ସହିତ ହେବାକୁ ଯାଉଛି । ଇଣ୍ଡଷ୍ଟ୍ରିରେ ପପୁଲାର୍ କପଲ ମଧ୍ୟରୁ ଅଭିନେତା ବରୁଣ ଧୱନ ଓ ଫେସନ୍ ଡିଜାଇନର ନତାଶା ଦଲାଲ ଜାନୁଆରୀ ୨୪ ରେ ବିବାହ ବନ୍ଧନରେ…