ଆପଣ ନିୟମିତ ଟାଇଟ୍ କପଡ଼ା ପିନ୍ଧୁଛନ୍ତି କି, ଜାଣିନିଅନ୍ତୁ ଏହାଦ୍ୱାରା ଶରୀରର କଣ ସବୁ ହୋଇଥାଏ କ୍ଷତି
ଆଜିକାଲି ଟାଇଟ୍ ଡ୍ରେସ ପିନ୍ଧିବା ଏକ ଟ୍ରେଣ୍ଡ ହୋଇଗଲାଣି । ପୁଅ ଓ ଝିଅ ସମସ୍ତେ ପ୍ରାୟ ଷ୍ଟାଇଲିସ୍ ଓ ଟାଇଟ୍ ଫିଟିଂ ପୋଷାକ ପିନ୍ଧିବାକୁ ବେଶି ପସନ୍ଦ କରୁଛନ୍ତି । ଟାଇଟ୍ କପଡ଼ା ପିନ୍ଧିବା ଦ୍ୱାରା ବଡିକୁ ଏହା…