ପୋଲିସ ଭ୍ୟାନ୍ ପୋଡି ଘଟଣା: ୧୦୦ରୁ ଅଧିକ ଲୋକଙ୍କ ନାଁରେ FIR

ଭଦ୍ରକ,୧୫ ।୧(ଓଡିଶା ଭାସ୍କର): ପୋଲିସ ଉପରେ ଆକ୍ରମଣ ଓ ଭ୍ୟାନ୍ ପୋଡି ମାମଲାରେ ୧୦୦ରୁ ଉଦ୍ଧ୍ୱର୍ ଲୋକଙ୍କ ନାଁରେ ଏଫଆଇଆର ହୋଇଛି । ଏହା ସହ ୬ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ତିହିଡି ଅଲ୍ଲୀନଗରରେ ରାସ୍ତାରୋକ ବେଳେ…

ଟିକାକରଣ ପାଇଁ ସରକାର ପ୍ରସ୍ତୁତ: ଡିଏମଇଟି

ଭୁବନେଶ୍ୱର,୧୫ ।୧(ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ରାଜ୍ୟରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହାକୁ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଟିକାକରଣ ପ୍ରକ୍ରିୟା ଆମ ପାଇଁ କିଛି ନୂଆ ନୁହେଁ ବୋଲି କହିଛନ୍ତି ଡିଏମଇଟି…

ଜାଣନ୍ତୁ ସାଧାରଣତନ୍ତ୍ର ଦିବସ ପାଇଁ କମିଶନରେଟ ପୋଲିସର କଣ ରହିଛି ଗାଇଡଲାଇନ୍

ଭୁବନେଶ୍ୱର, ୧୫ା୧ (ଓଡିଶା ଭାସ୍କର): ଆସନ୍ତା ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ସୁରକ୍ଷାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଅବସରରେ କୋଭିଡ କଟକଣାକୁ ଗୁରୁତ୍ୱ ଦେବାକୁ…

ଏବେ ଖୋଲିବ କିଡନି ରାକେଟର ଗୁମର

ଭୁବନେଶ୍ୱର,୧୫ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କିଡନୀ ରାକେଟ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ହିମାଂଶୁକୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । ସିଡିଏଜଏମ କୋର୍ଟରେ ୩ ଦିନ ପାଇଁ କରିଛି ରିମାଣ୍ଡ…

ଏହି ଦେଶରେ ଅଜବ ନିୟମ, ଯେଉଁଠି ମହିଳାଙ୍କ Virginity ଟେଷ୍ଟ ଜରୁରୀ

ରେପ୍ କେସରେ ପୀଡିତାଙ୍କ ଭର୍ଜିନିଟି ଟେଷ୍ଟ କରିବାକୁ ନିକଟରେ ପାକିସ୍ତାନ କୋର୍ଟ ବ୍ୟାନ୍ କରିଛି । କିନ୍ତୁ ଆଜି ବି ଏପରି ଦେଶ ରହିଛି, ଯେଉଁଠି ମହିଳାଙ୍କ ଯୌନ ସମ୍ପର୍କ ଓ କୁମାରୀତ୍ୱ ସମ୍ପନ୍ଧରେ କଡା ନିୟମ ରହିଛି ।…

ଦେଶରେ ଦିନକରେ ୧୯୧ ମୃତ, ୧୫ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୫ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୯୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୯୮୧କୁ ବୃଦ୍ଧି ପାଇଛି । ଦିନକରେ ୧୫ ହଜାର ୫୯୦ ଜଣ ଆକ୍ରାନ୍ତ ହୋଇଥିବା…

୨ ଜୀବନ ନେଲା କରୋନା

ଭୁବନେଶ୍ୱର, ୧୫ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦୮ ଓ ସ୍ଥାନୀୟ…