ବସ୍ ଓଲଟି ୧୦ ଗୁରୁତର

ରାଇରଙ୍ଗପୁର, ୧୦ା୧୨ (ଓଡିଶା ଭାସ୍କର): ରାଇରଙ୍ଗପୁରରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ଫଳରେ ୧୦ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି…

ଏମବିବିଏସ ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ଚିଠି

ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): ଏମବିବିଏସ ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଛି । ୨୦୨୧-୨୪ ଶିକ୍ଷାବର୍ଷରେ ହେବାକୁ ଥିବା ପରୀକ୍ଷା ନେଇ ଏହି ଚିଠି ଲେଖାଯାଇଥିବା ଜଣାପଡ଼ିଛି । ଏନେଇ ସମସ୍ତ…

ଆସନ୍ତା ୧୨ରେ ଛତିଶା ନିଯୋଗ ବୈଠକ

ପୁରୀ, ୧୦ା୧୨ (ଓଡିଶା ଭାସ୍କର): ଆସନ୍ତା ୧୨ ତାରିଖ ଦିନ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ । ତେବେ ମଧ୍ୟାହ୍ନ ୧୨ଟା ସମୟରେ ନିଳାଦ୍ରି ଭକ୍ତ ନିବାସରେ ବୈଠକ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି । । ଶ୍ରୀମନ୍ଦିର ଖୋଲିବା…

ପ୍ରାଇଭେଟ ଚାକିରିଆ ଙ୍କୁ ସରକାରଙ୍କ ଝଟକା , ଆସନ୍ତା ଆର୍ଥିକ ବର୍ଷରୁ କମିବ ଟେକହୋମ ସାଲାରି !

ଘରୋଇ କର୍ମଚାରୀ ଙ୍କ ପାଇଁ ସରକାର ନୂତନ ନିୟମ ଆଣିଛନ୍ତ । ଏହା ଫଳ ରେ ଘରୋଇ କର୍ମଚାରୀଙ୍କ ଟେକହୋମ ସାଲାରି କମିଯିବ । ଘରୋଇ କର୍ମଚାରୀଙ୍କ ପାଇଁ ଧାର୍ଯ୍ୟ ପାରିଶ୍ରମିକ ନିୟମରେ କେତେକ ପରିବର୍ତନ କରିଛନ୍ତି କେନ୍ଦ୍ର…

ତହସିଲଦାରଙ୍କୁ ଖଣି ମାଫିଆଙ୍କ ଆକ୍ରମଣ

ଜଟଣି, ୧୦ା୧୨ (ଓଡିଶା ଭାସ୍କର): ଜଟଣି ତହସିଲଦାରଙ୍କୁ ଖଣି ମାଫିଆମାନେ ଆକ୍ରମଣ କରିଛନ୍ତି । ତେବେ ଏହି ଆକ୍ରମଣରୁ ତହସିଲଦାର ଓ ଅନ୍ୟ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ମାଫିଆମାନେ ତହସିଲଦାରଙ୍କ…