କୋଭିଡ ନିୟମ ଉଲ୍ଲଙ୍ଘନ: ଭୁବନେଶ୍ୱର ଏହି ଅଞ୍ଚଳରେ ସ୍କୁଲ ସିଲ୍ କଲା ବିଏମସି, ଜାଣନ୍ତୁ କେଉଁଟି?
ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ସ୍କୁଲ କଲେଜ ଖୋଲିବାରେ କଟକଣା ଲାଗିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ଚିନ୍ତାମଣୀସ୍ଥିତ ସାଇ ସରସ୍ୱତୀ ସ୍କୁଲକୁ ସିଲ୍ କରିଛି ବିଏମସି । କୋଭିଡ…