ରାଜ୍ୟରେ ୧୦୦ ଟପିଲା ମୃତ୍ୟୁ ସଂଖ୍ୟା: କରୋନା ନେଲା ଆଉ ୬ ମୁଣ୍ଡ

ଭୁବନେଶ୍ୱର,୨୧ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଏହାରି ମଧ୍ୟରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୦ ଟପିଛି । ଆଜି…

ଅବସରପ୍ରାପ୍ତ IAS ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧ ।୭(ଓଡିଶା ଭାସ୍କର): ଓଡିଶାର ଅବସରପ୍ରାପ୍ତ ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକଙ୍କର ଆଜି ମୁମ୍ବାଇ ସ୍ଥିତ ଆପୋଲୋ ମେଡିକାଲରେ ପରଲୋକ ଘଟିଛି । ଚିକିତ୍ସାଧି ଅବସ୍ଥାରେ ହିଁ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ…

ରାଜ୍ୟରେ ମାଡିଚାଲିଛି କରୋନା: ଆଜି ପୁଣି ୬୪୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୧ ।୭(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୨୩ଟି ଜିଲ୍ଲାରୁ ୬୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୩୧ଜଣ…

ଆଜିଠୁ ଗଞ୍ଜାମରେ ଆରମ୍ଭ ହେବ ପ୍ଲାଜମା ଥେରାପି

ଗଞ୍ଜାମ,୨୧/୭(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ପ୍ଲାଜମା ଥେରାପି । ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲରେ ପ୍ଲାଜମା ଥେରାପି ଚିକିତ୍ସା କରାଯିବ ।…

ପରଲୋକରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ

ଲକ୍ଷ୍ନୌ, ୨୧/୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ପରଲୋକ ଘଟିଛି।  ଲାଲଜୀ ଟଣ୍ଡନଙ୍କ ପୁଅ ଆଶୁତୋଷ ଟଣ୍ଡନ ଏନେଇ ସୂଚନା ଦେଇଛନ୍ତି। ଲକ୍ଷ୍ନୌର ଏକ ହସ୍ପିଟାଲରେ ଲାଲଜୀ ଟଣ୍ଡନ ଚିକିତ୍ସିତ ହେଉଥିଲେ।ଦୁଇଦିନ…

କିସ୍‌ମିସ୍‌ ଖାଇବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ ଜାଣନ୍ତୁ

ଅଙ୍ଗୁରୁକୁ ଶୁଖାଇ କିସ୍‌ମିସ୍‌ ତିଆରି କରାଯାଇଥାଏ।କିସ୍‌ମିସ୍‌ ଏକ  ଡ୍ରାଏଫ୍ରୁଟ୍।  ଏହାକୁ ଖାଇଲେ, ଅନେକ ରୋଗରୁ ଉପଶମ ମିଳିଥାଏ। ଏଥିରେ ପ୍ରଚୁର ପରିମାଣରେ ଆଇରନ୍‌, ପୋଟାସିୟମ୍‌, କ୍ୟାଲ୍‌ସିୟମ୍‌,…

କେଶ ପାଇଁ ତୁଳସୀ କେତେ ଉପଯୋଗୀ, ଆସନ୍ତୁ ଜାଣିବା

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପୂଜା କରିବା ସହ ଏହାକୁ ପବିତ୍ର ବୋଲି ମନାଯାଏ । ଧାର୍ମିକ ମହତ୍ତ୍ୱ ସହ ଏଥିରେ ଭରିରହିଛି ଅନେକ ଔଷଧୀୟ ଗୁଣ । ଏହା ଅନେକ ପ୍ରକାର ସଂକ୍ରମଣରୁ ରକ୍ଷା କରେ। ଖୁବ କମ୍‍ ଲୋକ ଏହା ଜାଣିଥିବେ…

ଜାଣନ୍ତୁ, ଆଜି କିପରି ବିତିବ ଆପଣଙ୍କ ଦିନ (ମଙ୍ଗଳବାର, ୨୧ଜୁଲାଇ ୨୦୨୦)

ମେଷ:ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବୃଷ…