ରାଜ୍ୟରେ ୩୨୪୯ ନମୁନା ପରୀକ୍ଷା କରାଯାଇଥିବା ବେଳେ ପଜିଟିଭ୍ ବାହାରିଛି ୪୮
ଭୁବନେଶ୍ୱର, ୧୦ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ୨୪ଘଣ୍ଟା ମଧ୍ୟରେ କରୋନା ନେଇ ଗୁଜବ ଏବଂ ଲକ୍ ଡାଉନ ନିୟମ ଭାଙ୍ଗି…