Out Out Out : ୬ ବଲରେ ୬ ୱିକେଟ୍ ନେଇ ଜଲୱା ଦେଖାଇଲେ ହର୍ଷିତ୍, (Video) ଟି-୨୦ରେ ୮ ୱିକେଟ ନେଇ ଦମ୍ ଦେଖାଇଲେ ଏହି ପ୍ଲେୟର୍
ନୂଆଦିଲ୍ଲୀ: କ୍ରିକେଟରେ ଯେକୌଣସି ସମୟରେ କିଛି ହୋଇପାରେ। ଯେକୌଣସି ଦଳ ହାରୁଥିବା ଖେଳକୁ ବିଜୟରେ ପରିଣତ କରି ମ୍ୟାଚ୍ ଜିତିଥାଏ। ଆମେ ଗୋଟିଏ ଓଭରର 6 ବଲ୍ ରେ 6 ଛକା ମାରିବାର ମଧ୍ୟ ଦେଖିଛୁ, କିନ୍ତୁ ଆପଣ କ’ଣ ଏପରି…