ଏତିକି ଟଙ୍କା ଶସ୍ତା ହୋଇଗଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଆପଣଙ୍କ ସହରରେ ୧୦ ଗ୍ରାମ ପିଛା କେତେ ଅଛି ରେଟ୍
ନୂଆଦିଲ୍ଲୀ: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି, କିନ୍ତୁ ଆଜି ଏଥିରେ କିଛି ମାତ୍ରାରେ ଆରାମ ମିଳିଛି । ଏମସିଏକ୍ସ ଅର୍ଥାତ୍ ଫ୍ୟୁଚର ବଜାରରେ ସୁନା ଆଜି ୧୦ ଗ୍ରାମ ପିଛା ୬୦୦ ଟଙ୍କା…