fbpx

ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପାଇଁ କଂଗ୍ରେସ ଜାରି କଲା ନୂଆ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏଥିସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ସିକିମ ଓ ଅରୁଣାଚଳ ପ୍ରଦେଶ…

Breaking: ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ । ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବନକ ଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ସ୍ୱତନ୍ତ୍ର ନୀତି ହେବ । ଗୁପ୍ତ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ…

ଭାରତୀୟ ବୈଜ୍ଞାନିକଙ୍କ କମାଲ, ISROର ଚନ୍ଦ୍ରଯାନ ୩ ମିଶନ ଟିମକୁ ମିଳିଲା L ‘Jack’ swigert Jr. Award

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ISRO) ପୁଣି ଥରେ ଭାରତକୁ ଗର୍ବାନ୍ୱିତ କରିଛି । ୨୦୨୩ ଅଗଷ୍ଟରେ ଚନ୍ଦ୍ରଯାନ ୩ର ସଫ୍ଟ ଲ୍ୟାଣ୍ଡି କରି ଇତିହାସ ରଚିଥିଲା ISRO । ଏହି ସଫଳତା ପରେ ବର୍ତ୍ତମାନ ଭାରତର…

ପୋଲିସଙ୍କ ପାଇଁ ଆସିଲା ଟାଟୁର ଗାଇଡଲାଇନ: ଏଣିକି ଦେହ ମୁହଁ ଓ ହାତରେ କରିପାରିବେନି TATTOO

ଭୁବନେଶ୍ୱର: ଟାଟୁକୁ ନେଇ ଆସିଲା ନୂଆ ଗାଇଡଲାଇନ । ଦେହ ମୁହଁ ଓ ହାତରେ ଟାଟୁ କରିପାରିବେନି ପୋଲିସ କର୍ମଚାରୀ । ୧୫ ଦିନ ଭିତରେ ଟାଟୁ ଲିଭାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସୁରକ୍ଷା ବାହିନୀ ଓ କମିସନରେଟ…

ନୋବେଲ୍ ବିଜେତା ବୈଜ୍ଞାନିକ ପିଟର ହିଗ୍ସଙ୍କ ପରଲୋକ, ବ୍ରହ୍ମାଣ୍ଡ ସୃଷ୍ଟି ବିଷୟରେ କରିଥିଲେ ଖୁଲାସା

ନୂଆଦିଲ୍ଲୀ: ନୋବେଲ୍ ପୁରଷ୍କାର ପ୍ରାପ୍ତ ବୈଜ୍ଞାନିକ ପିଟର ହିଗ୍ସଙ୍କର ଦେହାନ୍ତ ହୋଇଛି । ସେ ୯୪ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହିଗ୍ସ ଗଡ ପାର୍ଟିକାଲର ଅନୁସନ୍ଧାନ ପାଇଁ ପରିଚିତ । ଗଡ ପାର୍ଟିକାଲର…

ଆୟରଲ୍ୟାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହେଲେ ସାଇମନ୍ ହାରିସ୍‌, କନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ଡବଲିନ୍‌: ଆୟରଲ୍ୟାଣ୍ଡର ଶାସକ ଫାଇନ୍ ଗେଲ ଦଳ(Fine Gael Party) ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ସାଇମନ୍ ହାରିସଙ୍କୁ ଚୟନ କରିଛି । ମଙ୍ଗଳବାର ଆୟରଲ୍ୟାଣ୍ଡ ସଂସଦରେ ସାଇମନ୍ ହାରିସଙ୍କ ସମର୍ଥନରେ ମୋଟ୍ ୮୮ ଭୋଟ…

Chaitra Navratri Day 2: କ୍ୟାରିୟରରେ ଉନ୍ନତି କରିବାକୁ ଚାଁହୁଛନ୍ତି କି? କରନ୍ତୁ ମା ବ୍ରହ୍ମଚାରିଣୀଙ୍କ ପୂଜା, ମିଳିବ ଶୁଭ ଫଳ

ଓଡ଼ିଶା ଭାସ୍କର: ମାଆ ବ୍ରହ୍ମଚାରିଣୀ ହେଉଛନ୍ତି ମା ଦୁର୍ଗାଙ୍କର ଦ୍ୱିତୀୟ ଶକ୍ତି । ନବରାତ୍ରର ଦ୍ୱିତୀୟ ଦିନରେ ମାଆ ବ୍ରହ୍ମଚାରିଣୀଙ୍କର ପୂଜା କରାଯାଏ। ମାଆ ବ୍ରହ୍ମଚରିଣୀଙ୍କୁ ପୂଜା କରି ଭକ୍ତମାନେ ଅନେକ ପ୍ରକାରର…

(Video) ଖଣିରେ ଓଲଟି ପଡିଲା ବସ୍‌, ୧୧ ମୃତ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

ଦୁର୍ଗ: ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମଙ୍ଗଳବାର ଦିନ ଏକ ବସ୍ ଖଣିରେ ଗଳି ପଡିଥିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଥିବା ଜଣାପଡିଛି ।…

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ତେଜିଲା ପୁରୁଣା ବସଷ୍ଟାଣ୍ଡ ଅଧୁନୀକରଣ ଦାବି

କଣ୍ଟାବାଞ୍ଜି: ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ନୂଆ ବସଷ୍ଟାଣ୍ଡକୁ ବିରୋଧ ଏବଂ ପୁରୁଣା ବସଷ୍ଟାଣ୍ଡକୁ ଆଧୁନୀକରଣ ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି । କଣ୍ଟାବାଞ୍ଜି ନଗର କମିଟି ଏବଂ…

୨ ବାଇକ ମୁହାଁମୁହିଁ ଧକ୍କା: ୩ ମୃତ, ୪ ଗୁରୁତର

ଜୟପୁର: ୨ ବାଇକ ମୁହାଁମୁହାଁ ହୋଇ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାଟି ସଦର ଥାନା…