fbpx
BSKY
BJD SHG SKY
BJD MC SKY

ଡିନର ଡେଟ୍‌କୁ ଆଣିଲେ, ପିଜା ଅର୍ଡର କଲେ ଆଉ ତା’ ପରେ.., ଲିଭ୍ ଇନ୍ ପାର୍ଟନରଙ୍କ ସହ ଏପରି କଲେ ବ୍ୟକ୍ତି

ଗୁରୁଗ୍ରାମ: ହରିୟାଣା ଗୁରୁଗ୍ରାମରେ ୩୮ ବର୍ଷୀୟା  ଜଣେ ମହିଳା ନିଜ ଲିଭ୍ ଇନ୍ ପାର୍ଟନରଙ୍କ ଉପରେ ତାଙ୍କୁ ପିଟିବା ଓ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି । ପୋଲିସ ଗତ ବୁଧବାର ଏ ବିଷୟରେ ସୂଚନା…

ଦୁର୍ଘଟଣା: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କ ମାମୁଁ ପୁଅ ଭାଇଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କ ଜଣେ ଅତି ନିକଟ ସମ୍ପର୍କୀୟ ପ୍ରାଣ ହରାଇଛନ୍ତି । ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ରୈନାଙ୍କ ମାମୁଁ ପୁଅଙ୍କ…

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ମତଦାନ ସମୟରେ ୧ ଘଣ୍ଟା ବୃଦ୍ଧି, ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁ ହେଲା ଏହି ନିୟମ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏଥିମଧ୍ୟରେ ଦେଶରେ ଜାରି ରହିଥିବା ଗ୍ରୀଷ୍ମ ଲହରୀ ଯୋଗୁଁ ସାଧାରଣଜନତା ନିାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି…

(Video) ପ୍ରଚଣ୍ଡ ବେଗରେ ହଠାତ୍ ମାଡ଼ି ଆସିଲା ପବନ: ୫ ଜଣ ଛୁଆ ଥିବା କାର ଉପରେ ପଡ଼ିଲା ଏକ ବିଶାଳ ଗଛ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାରବୈଶାଖୀ କାରଣରୁ ରାଜ୍ୟରେ ଆହୁରି ଦୁଇଦିନ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୪୮ ଘଣ୍ଟା ପାଇଁ ୧୧ଟି ଜିଲ୍ଲାକୁ ରେଡ୍ ଆଲର୍ଟ କରାଯାଇଛି ।…

ଢେଙ୍କାନାଳରେ ହଠାତ ଅବତରଣ କଲା ହେଲିକପ୍ଟର, ସନ୍ଦିଗ୍ଧ ହେଲିକପ୍ଟରକୁ ନେଇ ଜାରି ରହିଛି ତଦନ୍ତ

ଢେଙ୍କାନାଳ: ପଡ଼ିଆରେ ହଠାତ ଅବତରଣ କଲା ହେଲିକପ୍ଟର । ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ ନେଇ ପ୍ରଶାସନ ପାଖରେ କୌଣସି ସୂଚନା ନାହିଁ । ତେବେ ଘଟଣାସ୍ଥଳରେ ପୋଲିସ ଓ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍‌ ପହଂଚି ତଦନ୍ତ…

(Video) ‘ପାଇକ ପୁଅର କାମ ହେଉଛି ସମସ୍ତଙ୍କୁ ସୁରକ୍ଷିତ ରଖିବା’, ଆହତ ବୃଦ୍ଧଙ୍କୁ ନିଜ ଗାଡିରେ ମେଡିକାଲ ପଠାଇଲେ ମନ୍ମଥ

ଭୁବନେଶ୍ୱର: ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଆଜି ନିଜର ମାନବିକତା ପ୍ରଦର୍ଶନ କରିଛନ୍ତି । ସେ ଆଜି ସକାଳୁ ମାରାଥନ ଷ୍ଟାଇଲରେ ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ଏକ ଦୁର୍ଘଟଣାରେ ବୃଦ୍ଧାଙ୍କୁ ସହାୟତା…

କୋଭିଡ୍ ଭ୍ୟାକ୍ସିନ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ: କାରଣ କହିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କୋଭିଡ-୧୯ ଭ୍ୟାକ୍ସିନ ପାଇଁ ଜାରି କରାଯାଇଥିବା କୋୱିନ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ହଟାଇ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଫଟୋ…

ଜନସନ ଆଣ୍ଡ ଜନସନ ଟାଲ୍କ କ୍ୟାନ୍ସର ମାମଲା: ସମାଧାନ ପାଇଁ ୬.୫ ବିଲିୟନ ଡଲାର ଦେବ କମ୍ପାନୀ

ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନ ବୁଧବାର ଦିନ ଖୁଲାସା କରିଛି ଯେ, ସେ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକାଂଶ ମୋକଦ୍ଦମାକୁ ସମାଧାନ କରିବା ଲାଗି ୨୫ ବର୍ଷ ମଧ୍ୟରେ ୬.୫ ବିଲିୟନ ଡଲାର ଦେବାକୁ ଯୋଜନା କରିଛି । ଯେଉଁଥିରେ…

ଭୁଲରେ ବି Fridgeରେ ରଖନ୍ତୁ ନାହିଁ ଚକଟା ଅଟା, ଦେଖାଦେଇପାରେ ଏହି ସ୍ୱାସ୍ଥ୍ୟ ସମସ୍ୟା

ଓଡ଼ିଶା ଭାସ୍କର: ଆଜିକାଲି ଉଭୟ ଦମ୍ପତ୍ତି କର୍ମଜୀବୀ । ତେଣୁ ସବୁଦିନ ରୋଷେଇ କରିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ଏହି ସମସ୍ୟାର ସମାଧାନ ପାଇଁ ଅଧିକାଂଶ ଫ୍ରିଜ୍ ଉପରେ ନିର୍ଭରଶୀଳ ହୋଇଥାନ୍ତି । ରାତିରେ ରୋଷେଇ…

ଓଡ଼ିଶା ହାଇକୋର୍ଟ: ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପତ୍ନୀ ଗ୍ରହଣ କରିଥିବା ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ପୁଅଙ୍କୁ ମିଳିପାରିବ ଅନୁକମ୍ପାମୂଳକ…