Postalର ବୋବାଲ ସ୍କିମ୍: ମାତ୍ର ଲକ୍ଷେ ଟଙ୍କାର ଡିପୋଜିଟରେ ପାଆନ୍ତୁ ୨୩,୫୦୮ ଟଙ୍କାର ସୁଧ
ନୂଆଦିଲ୍ଲୀ: ପୋଷ୍ଟ ଅଫିସ୍ ତାର ଗ୍ରାହକମାନଙ୍କ ପାଇଁ ଅନେକ ପ୍ରକାରର ସଞ୍ଚୟ ଯୋଜନା ଚଲାଉଛି। ପୋଷ୍ଟ ଅଫିସର ସଞ୍ଚୟ ଯୋଜନାରେ RD, TD, MIS, SCSS, PPF, SSA, KVP ଭଳି ଅନେକ ଯୋଜନା ଅନ୍ତର୍ଭୁକ୍ତ।
ପୋଷ୍ଟ ଅଫିସ୍…