fbpx

କିଏ ଏହି UPSC ଟପ୍ପର ଆଦିତ୍ୟ ଶ୍ରୀବାସ୍ତବ? ଏହି ଆର୍ଟିକିଲରେ ଜାଣନ୍ତୁ ତାଙ୍କ ବିଷୟରେ..

ନୂଆଦିଲ୍ଲୀ: ସଂଘ ଲୋକ ସେବା ଆୟୋଗ(ୟୁପିଏସସି) ସିଭିଲ ସେବା ପରୀକ୍ଷା ୨୦୨୩ର ଫଳାପଳ ଘୋଷଣା କରିଛି । ଲକ୍ଷ୍ନୌର ନାମକୁ ଉଜ୍ୱଳ କରିଥିବା ଆଦିତ୍ୟ ଶ୍ରୀବାସ୍ତବ ଏହି ପରୀକ୍ଷାରେ ଟପ କରିଛନ୍ତି । ସେ ଅଲ ଇଣ୍ଡିଆ ରାଙ୍କରେ…

Zomato ଲଞ୍ଚ କଲା ‘large Order Fleet’, ଏଣିକି ଏକ ସାଙ୍ଗରେ କରିପାରିବେ ୫୦ ଜଣଙ୍କର ଖାଦ୍ୟ ଅର୍ଡର

ନୂଆଦିଲ୍ଲୀ: ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋ ପକ୍ଷରୁ ମଙ୍ଗଳବାର ଦିନ ‘ଲାର୍ଜ ଅର୍ଡର ଫ୍ଲିଟ’ ଲଞ୍ଚ କରାଯାଇଛି । ଏହି ଫ୍ଲିଟ ମାଧ୍ୟମରେ ବର୍ତ୍ତମାନ ଗ୍ରାହକ ଏକ ସାଙ୍ଗରେ ୫୦ ଲୋକଙ୍କ ଖାଦ୍ୟ ସିଧାସଳଖ ଜୋମାଟୋରେ ଅର୍ଡର…

ଛତିଶଗଡ଼ରେ ବଡ଼ଧରଣର ଏନକାଉଣ୍ଟର: ୧୦ ମାଓବାଦୀ ନିହତ, ୩ ଯବାନ ଆହତ ନେଇ ସୂଚନା

ନୂଆଦିଲ୍ଲୀ: ଏପ୍ରିଲ ୧୯ରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଘଟିଯାଇଛି ଏକ ବଡ଼ ଅଘଟଣ । ଛତିଶଗଡ଼ରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ଖବର…

ଛତିଶଗଡ଼ରେ ମାଓବାଦୀଙ୍କ ସହ ମୁହାଁମୁହିଁ: ଦୁଇଜଣ ଯବାନ ଆହତ

ନୂଆଦିଲ୍ଲୀ: ଛତିଶଗଡ଼ରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁପ୍ତ ସୂଚନା ଆଧାରରେ ଛୋଟେବେଠିୟା ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ଅଭିଯାନ ଆରମ୍ଭ କରାଯାଇଥିଲା । ଫଳରେ…

‘ରିସେପ୍ସନ ବିବାହର ଅଂଶ ନୁହେଁ, ଯେଉଁଠାରେ ବିବାହ କରିଥିଲେ ସେହିଠାରେ ଛାଡପତ୍ର ନିଅନ୍ତୁ’: ହାଇକୋର୍ଟଙ୍କ ବଡ଼ ଶୁଣାଣି

ନୂଆଦିଲ୍ଲୀ: ଛାଡପତ୍ରକୁ ନେଇ ବମ୍ବେ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି । କୋର୍ଟ କହିଛନ୍ତି ଯେ, ବିବାହର ରିସେପ୍ସନକୁ ବିବାହର ଅଂଶ ବୋଲି କୁହାଯିବନି । ଏଥିସହ କୋର୍ଟ କହିଛନ୍ତି ଯେ, ବିବାହ ପରେ କୌଣସି ଅନ୍ୟ…

OMC ପକ୍ଷରୁ ସୂଚନା: ଡେପୁଟି ଜେନେରାଲ ମ୍ୟାନେଜର (ସୁରକ୍ଷା) ଓ ମ୍ୟାନେଜର ପଦର ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ଗତ ମାସ ୧୪ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ଡେପୁଟି ଜେନେରାଲ ମ୍ୟାନେଜର (ସୁରକ୍ଷ) ଓ ମ୍ୟାନେଜର (ସୁରା) ପଦ…

ବିଜେଡିରୁ ଇସ୍ତଫା ଦେଲେ ଦୁଇଜଣ ପୂର୍ବତନ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେଉଛି । । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ଗ୍ରହଣ କରାଯିବ । ମେ ୧୩ରୁ ଓଡ଼ିଶାରେ…

ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କଲା AAP: ଲିଷ୍ଟରେ ରହିଛି ସୁନୀତା କେଜ୍ରିୱାଲଙ୍କ ନାମ

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହୋଇଛି । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ…

୨୫୦ ATO ନିଯୁକ୍ତି: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ବେଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ଅଧିନରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏଟିଓ)ଙ୍କୁ ନିଯୁକ୍ତି…

ଭାରତର ଏହି ସ୍ଥାନରେ ରହିଛି ସର୍ବୋଚ୍ଚ ଗୁରୁତ୍ବାକର୍ଷଣ ଶକ୍ତି; ମହାଜାଗତିକ ଶକ୍ତି ଦେଖି ନାସା ବି ଆଶ୍ଚର୍ଯ୍ୟ

ଓଡ଼ିଶା ଭାସ୍କର: ପୃଥିବୀରେ ତିନୋଟି ସ୍ଥାନ ଅଛି ଯେଉଁଠାରେ ମାଧ୍ୟାକର୍ଷଣ ବଳ ସର୍ବୋଚ୍ଚ ଅଟେ। ଏହି ତିନୋଟି ସ୍ଥାନକୁ ଚୁମ୍ବକୀୟ ଶକ୍ତିର ପ୍ରଚଣ୍ଡ କେନ୍ଦ୍ର ଭାବରେ ବିବେଚନା କରାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ…