ଗୌତମ ଗମ୍ଭୀରଙ୍କ ୧୫ ବର୍ଷ ଅପେକ୍ଷାର ହେବ ଅନ୍ତ, ଏସିଆ କପ୍ ରେ ମିଳିଥିଲା ବଡ଼ ଆଘାତ!
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ୱର ୯ ତାରିଖରୁ ଏସିଆ କପ୍ ୨୦୨୫ ଆରମ୍ଭ ହେବ ଏବଂ ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟ ଜିତିବାର ସବୁଠାରୁ ବଡ଼ ଦାବିଦାର। ଏହାସହ ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଏକ…