fbpx
BJD SKY
BJD SKY

ମେ’ ୧୩ ତାରିଖରେ କେଉଁ ସମୟରେ ହେବ ମତଦାନ? ଜାଣନ୍ତୁ ଆପଣଙ୍କ ଜିଲ୍ଲାର ଟାଇମ୍

ଓଡ଼ିଶା ଭାସ୍କର: ଆସନ୍ତା ମେ’ ୧୩ ତାରିଖରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ନିର୍ବାଚନ କମିଶନଙ୍କ ତରପରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେଉଁ ଜିଲ୍ଲାରେ କେତେବେଳ ଭୋଟ ଗ୍ରହଣ କରାଯିବ, ସେ ନେଇ…

ୟୁକ୍ରେନଙ୍କୁ ପୁଣି ଟାର୍ଗେଟ: ୩ଟି ମିସାଇଲ ମାଡ଼ରେ ଦେଶର ୧୭ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଭିନ୍ନ ଦେଶ-ଦେଶ ମଧ୍ୟରେ ଏବେ ଯୁଦ୍ଧ ଲାଗି ରହିଛି । କିଛି ଦିନର ନୀରବତା ପରେ ପୁଣିଥରେ ଉଗ୍ର ରୂପ ଦେଖାଇଛି ଋଷ । ୟୁକ୍ରେନ ଉପରେ ଜୋରଦାର ମିସାଇଲ ମାଡ଼ କରିଯୁଦ୍ଧ ପାଇଁ ରଣହୁଙ୍କାର ଦେଇଛି । ୟୁକ୍ରେନର…

‘୨୦୪୯ ସୁଦ୍ଧା ବିଶ୍ୱ ଅର୍ଥବ୍ୟବସ୍ଥାକୁ ପ୍ରତିବର୍ଷ ୩୮ ଟ୍ରିଲିୟନ ଡଲାରର କ୍ଷତି’: ଅଧ୍ୟୟନରେ ଦାବି

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ହେତୁ ଆସନ୍ତା ୨୫ ବର୍ଷ ମଧ୍ୟରେ ବିଶ୍ୱର ଅର୍ଥବ୍ୟବସ୍ଥା ପ୍ରାୟ ୧୯ ପ୍ରତିଶତ ଆୟ ହରାଇବ ବୋଲି ଆଶା କରାଯାଉଛି । ବୁଧବାର ପ୍ରକାଶିତ ଏକ ନୂଆ ଅଧ୍ୟୟନରେ ଏହି ସୂଚନା ଦିଆଯାଇଛି ।…

ଏପ୍ରିଲ ୧୯ରେ ସମସ୍ତ ଆସନ ପାଇଁ ହେବ ଭୋଟ୍ ଗ୍ରହଣ, ଜାଣନ୍ତୁ ତାଲିକାରେ କେଉଁ ରାଜ୍ୟ ସାମିିଲ ରହିଛି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଏପ୍ରିଲ ୧୯ରୁ ଆରମ୍ଭ ହେବ ଭୋଟ୍ ଗ୍ରହଣ । ଏମିତିରେ ଉତ୍ତର ଭାରତ ଠାରୁ ଆରମ୍ଭ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଏମିତି ଅନେକ ରାଜ୍ୟ ରହିଛି ଯେଉଁଠି କେବଳ ଏପ୍ରିଲ ୧୯ରେ ହିଁ ସମସ୍ତ…

ଯଦି ପ୍ରେମରେ ଫେଲ୍ ହୋଇଥିବା ପ୍ରେମିକ ଆତ୍ମହତ୍ୟା କରେ, ତେବେ ମହିଳା ଦୋଷୀ ସାବ୍ୟସ୍ତ ହୋଇପାରିବେ ନାହିଁ : ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରେମ ସମ୍ପର୍କକୁ ନେଇ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏକ ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ ପ୍ରେମ ବିଫଳ ହେବା ପରେ ଯଦି ଜଣେ ଯୁବକ ଆତ୍ମହତ୍ୟା କରେ, ତେବେ…

ବଦଳିଲେ କ୍ରିକେଟ ଦଳ କୋଚ୍: ହେଡ୍ କୋଚ ପଦରୁ ଦିନେଶଙ୍କ ଇସ୍ତଫା

ଭୁବନେଶ୍ୱର: ସିନିୟର କ୍ରିକେଟ ଟିମରେ ହେବ ବଡ ପରିବର୍ତ୍ତନ । ଦଳର ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଭାରତୀୟ ଖେଳଳିା ଯାହ ଫଳରେ ଦଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଓଡ଼ିଶା ସିନିୟର ଟିମରକୋଚ୍ ପଦରୁ…

୭ ବର୍ଷରେ ପ୍ରାୟ ୭୦ ଲକ୍ଷ ଲୁଣ ପାଇଁ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ମରିବେ : WHOର ଚେତାବନୀ

ଲୁଣ ବିନା କୌଣସି ଖାଦ୍ୟର ସ୍ୱାଦ ଲାଗେନା । ଆଉ ଯଦି ଆପଣଙ୍କ ଅଭ୍ୟାସ୍ ଅଧିକ ଲୁଣ ଖାଇବା ତାହାଲେ ସତର୍କ ହୋଇ ଯାଆନ୍ତୁ । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଲୁଣ ସେବନକୁ ନେଇ ଜାରି କରିଛି ରିପୋର୍ଟ । ଯେଉଁଥିରେ…

ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ୨୫ ଯାଏଁ ହେବ ନାମାଙ୍କନ ଦାଖଲ ହେବାକୁ ଥିବାବେଳେ ୨୬ରେ…

କଣ୍ଟାବାଞ୍ଜି ଆସନରୁ କାହିଁକି ଲଢ଼ିବେ ନବୀନ: ଜାଣନ୍ତୁ ଏହା ପଛର ୭ଟି କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ଗ୍ରହଣ କରାଯିବ । ମେ ୧୩ରୁ…

CAI ରିପୋର୍ଟ: ଏସି, ଫ୍ରିଜ, ହିଟର, ଗୀଜର, ମାଇକ୍ରୋୱେଭ, ଓଭନ ଓ ଗାଡ଼ି ପାଇଁ ତାପମାତ୍ରା ବଢ଼ିବାରେ ଲାଗିଛି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଧରିତ୍ରୀର ତାପମାତ୍ରା ବେଳକୁ ବେଳ ଅସହ୍ୟ ହେବା ସହ ପ୍ରତିବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନୂଆ ରେକର୍ଡ କରୁଛି । ତେବେ ପୃଥିବୀର ତାପମାତ୍ରା କାହିଁକି ବଢ଼ୁଛି, ତାହା ଆମ ସମସ୍ତଙ୍କ…