fbpx
BJD SKY
BJD SKY

ହନୁମାନ ଜୟନ୍ତିରେ ଗଠନ ହେଉଛି ପଞ୍ଚଗ୍ରହ ଯୋଗ: ବଦଳିଯିବ ଏହି ରାଶିମାନଙ୍କ ଭାଗ୍ୟ, ବର୍ଷିବ ଧନ

ଓଡ଼ିଶା ଭାଷ୍କର: ହିନ୍ଦୁ ଧର୍ମରେ ଭକ୍ତଙ୍କ ମଧ୍ୟରେ ହନୁମାନ ଜୟନ୍ତିକୁ ନେଇ ଅନେକ ଉତ୍ସାହ ରହିଥାଏ । ତେବେ ଚଳିତ ବର୍ଷ ୨୩ ଏପ୍ରିଲ ମଙ୍ଗଳବାର ଦିନ ହନୁମାନ ଜୟନ୍ତି ପାଳନ କରାଯିବ । ପ୍ରଭୁ ହନୁମାନଙ୍କର ଜନ୍ମୋତ୍ସବରେ…

BlackRock ସହ ଚୁକ୍ତି ସ୍ୱାକ୍ଷର କଲା Jio ଫାଇନାନସିଆଲ ସର୍ଭିସେସ୍‌, ଜାଣନ୍ତୁ କେଉଁ ବ୍ୟବସାୟରେ କରିବେ ପ୍ରବେଶ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ଜିଓ ଫାଇନାନସିଆଲ ସର୍ଭିସେ, US ଆଧାରିତ ଏକ କମ୍ପାନୀ ବ୍ଲାକରକ୍ ଆଡଭାଇଜର୍ସ ସିଙ୍ଗାପୁର ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ସହ ଏକ…

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବାବା ରାମଦେବଙ୍କୁ ମିଳିଲାନି ଆରାମ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ – ‘୧ ସପ୍ତାହ ମଧ୍ୟରେ ଭୁଲକୁ ସୁଧାର’

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗ ଗୁରୁ ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆରାମ ମିଳିଲାନାହିିଁ । ମଙ୍ଗଳବାର ଦିନ କୋର୍ଟରେ ଶୁଣାଣି ସମୟରେ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍…

‘ଏକ୍ସ’ର ନୂଆ ୟୂଜର୍ସଙ୍କୁ ଏଲୋନ ମସ୍କଙ୍କ ଝଟକା: ଏଣିକି ଟ୍ୱିଟ୍ କଲେ ଦେବାକୁ ପଡ଼ିବ ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ଏଲୋନ୍ ମସ୍କ ‘ଏକ୍ସ' ଅର୍ଥାତ୍ ଟ୍ୱିଟର ବ୍ୟବହାରକାରୀଙ୍କୁ ଝଟକା ଦେଇଛନ୍ତି । ବର୍ତ୍ତମାନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାକୁ ନୂଆ ବ୍ୟବହାରକାରୀଙ୍କ ପାଇଁ ଏକ୍ସ ଏକ ନିର୍ଦ୍ଦିଷ୍ଟ…

Big Breaking; ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା BJP: ବାଦ୍ ପଡ଼ିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର: ବିଜେପି ନିଜ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଜ୍ୟର ବିଭିନ୍ନ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଆସନ୍ତା ନିର୍ବାଚନରେ ରାଉରକେଲା ଆସନରୁ ଦିଲ୍ଲୀପ…

ଗରମରୁ ମୁକ୍ତି ପାଇଁ ପିଉଛନ୍ତି କି କୋଲଡ୍ରିଙ୍କସ୍‌ ? ଓଜନ ଓ ଦାନ୍ତ ଉପରେ ପକାଇବ ପ୍ରଭାବ

ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ଖରାଦିନ ଆସିବା ମାତ୍ରେ ପ୍ରାୟ ସମସ୍ତେ ଥଣ୍ଡାପାଣି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ତେଣୁ ଅଧିକାଂଶ ଲୋକେ ଥଣ୍ଡା ପାଣି ପିଇଥାଆନ୍ତି । ଆଉ ବଜାରରେ ମିଳଥିବା…

IPL ପାଇଁ BCCIର ଆକ୍ସନ: କମେଣ୍ଟେଟର-ଖେଳାଳିଙ୍କ ଉପରେ ଲାଗିବ ୯ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଏହି ଟୁର୍ଣ୍ଣାମେଣ୍ଟ ସମୟରେ ଆଇପିଏଲ ଟିମ୍, ଖେଳାଳିଙ୍କ ସହ କମେଣ୍ଟେଟର ମଧ୍ୟ ଖୁବ ଆକ୍ଟିଭ ରହିଛନ୍ତି । ସୋସିଆଲ ମିଡିଆରେ ଲଗାତାର ମ୍ୟାଚ ବେଳର…

ଉତ୍ତରପ୍ରଦେଶରେ ମୁସଲିମ ଭୋଟରଙ୍କୁ ନେଇ ଟଣା-ଓଟରା; ପ୍ରାର୍ଥୀଙ୍କ ଉପରେ ରହିଛି BSP, ସପା, ବିଜେପି ଏବଂ କଂଗ୍ରେସର ନଜର

ଲକ୍ଷ୍ନୌ: ଆଉ କିଛି ଦିନରେ ଲୋକସଭା ନିର୍ବାଚନ । ଏଥିପାଇଁ ପ୍ରଚାର କାର୍ଯ୍ୟ ସହ ବିଭିନ୍ନ ରାଜନୈତିକ ଦଳ ସହ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଛି…

ମହିଳାଙ୍କ ୨୭୦ ଥର ଟ୍ରାଫିକ୍ ନିୟମ ଉଲ୍ଲଂଘନ; ଭୟଙ୍କର ଜରିମାନା, ଆଉ କରିବେନି ଭୁଲ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଲଗାତାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଜଣେ ମହିଳା ସ୍କୁଟି ଚାଳିକାଙ୍କୁ କଡ଼ା ଶିକ୍ଷା ମିଳିଛି। ଚିହ୍ନଟ ପରେ ବିନା ହେଲମେଟରେ ସ୍କୁଟି ଚଳାଉଥିବା ଏହି ମହିଳାଙ୍କୁ ୧ ଲକ୍ଷ ୩୬ ହଜାର…

ସରକାର ଦେଲେ ବଡ଼ ଝଟକା: ପେଟ୍ରୋଲିୟମ କ୍ରୁଡ ଉପରେ ୱିଣ୍ଡଫଲ୍ ଟ୍ୟାକ୍ସରେ ୯୬୦୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ଭାରତ ସରକାର ସୋମବାର ୧୫ ଏପ୍ରିଲରେ ଦେଶରେ ପେଟ୍ରୋଲିୟମ କ୍ରୁଡ ଉପରେ ଲାଗୁଥିବା କ୍ରୁଡ ଟିକସ ବୃଦ୍ଧି କରିଛନ୍ତି । ଏହା ଟନ୍ ପିଛା ୬୮୦୦ ରୁ ବଢ଼ି ଟନ୍ ପିଛା ୯୬୦୦ ଟଙ୍କା କରାଯାଇଛି । ଏଗୁଡିକ ଏପ୍ରିଲ…