କାଜୋଲଙ୍କୁ ନ ଜଣାଇ Kissing Scene କରିଥିଲେ ଅଜୟ ଦେବଗନ, ସୁଟିଂ ସରିବା ପରେ ଏମିତି ମାଗିଥିଲେ ଭୁଲ୍
ନୂଆଦିଲ୍ଲୀ: ଅଜୟ ଦେବଗନ ଏବଂ କାଜୋଲ ବଲିଉଡର ସବୁଠାରୁ ପ୍ରିୟ ଯୋଡ଼ି ମଧ୍ୟରୁ ଅନ୍ୟତମ। ଉଭୟ ୧୯୯୯ ମସିହାରେ ବିବାହ କରିଥିଲେ। ଅଜୟ ଏବଂ କାଜୋଲଙ୍କ ଦୁଇଟି ସନ୍ତାନ ଯୁଗ ଏବଂ ନ୍ୟାସା ଅଛନ୍ତି। ପ୍ରଶଂସକମାନେ ଅଜୟ ଏବଂ…