UP T20 League: ୧୫ ଚୌକା-ଛକା… ରିଙ୍କୁ ସିଂହ ୪୫ ବଲ୍ରେ ମାରିଲେ ଶତକ, ୭ ବଲ୍ ପୂର୍ବରୁ ଦଳକୁ ବିଜୟୀ କରାଇଲେ
ନୂଆଦିଲ୍ଲୀ: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂହଙ୍କ ଝଡ଼ ଦେଖିବାକୁ ମିଳିଥିଲା। ସେ ମାତ୍ର ୪୫ ବଲ୍ରେ ୨୨୫ ଷ୍ଟ୍ରାଇକ୍ ରେଟ୍ରେ ଏକ ଝଡ଼ପୂର୍ଣ୍ଣ ଶତକ ହାସଲ…